ପିସି ଘଡେଇ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ନାସା ବୈଜ୍ଞାନିକ ହେମନ୍ତଙ୍କୁ ସମ୍ବର୍ଦ୍ଧନା

Spread the love

ଯାଜପୁର,୧୩/୨ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ ) ଯାଜପୁର ଜିଲ୍ଲା ଧର୍ମଶାଳାବ୍ଲକ ରାଇଚନ୍ଦାଗ୍ରାମପଞ୍ଚାୟତ ରାଇଚନ୍ଦା ଗ୍ରାମର ହେମନ୍ତ ଓଝା ଗତ ନଭେମ୍ବର ୧୭/୨୦୧୮ରେ ନାସାର ବୈଜ୍ଞାନିକପାଇଁ ମନୋନୀତ ହୋଇଥିଲେ ଏବଂ ଜାନୁଆରିରେ ତାଙ୍କପାଖକୁ ଚିଠି ଆସିଥିଲା ।

ଆମେରିକାନାସାକୁ ଆସନ୍ତା ମାର୍ଚ୍ଚ୧୩ରିଖରେ ଜିବାକୁ ଏହି ପରିପିଖିରେ ପିସି ଘଡେଇ ଉଚ୍ଚ ବିଦ୍ୟାଳୟ ଅମୃତମଣୋହିର ପୁରାତନ ଛାତ୍ରଛାତ୍ରୀଙ୍କ ତରଫରୁ ଆଜି ହେମନ୍ତଙ୍କୁ ଏକ ବିଶାଳ ରାଲି ସହ ସମ୍ବର୍ଦ୍ଧନା କରିଥିଲେ । ଶୋଭାଯାତ୍ରା ହେମନ୍ତଙ୍କଘର ପାଖରୁ ବାହାରି ଆଖପାଖ୧୫ଟି ଗାଁଦେଇ ବିଦ୍ୟାଳୟରେ ପହଁଚିଥିଲେ ପିସି ଘଡେଇ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟପରିଡାଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଅବସରପ୍ରାପ୍ତ କର୍ମଚାରୀସଂଘ ଯାଜପୁର ସଭାପତି ରବୀନ୍ଦ୍ର ସତପଥୀ,  ସନ୍ନମାନୀୟଅତିଥି ଅବସରପ୍ରାପ୍ତଶିକ୍ଷକ ରଘୁନାଥ ବେହେରା ଯୋଗ ଦେଇ ଶ୍ରୀ ଓଝାଙ୍କ ଏକନିଷ୍ଠ ଏବଂ ମେଧାବୀ ଏବଂ ତାଙ୍କର କଷ୍ଟ ର ଫଳ ଆଜି ମିଳିପାରିଛି ବୋଲି ମତ ଦେଇଥିଲେ । ଏଥିରେ ଅତିଥି ପରିଚୟ ଏବଂ ଅତିଥିଭାଷଣ ଓ ସ୍ୱାଗତ ପରିଚୟଦେଇଥିଲେ ଶିକ୍ଷକ ଅଭିମନ୍ୟୁ ରାଉତ  ।

https://www.youtube.com/watch?v=7vbkXqcJNwo

ଶିକ୍ଷକ ରାଜକିଶ୍ୱର ମଲ୍ଲିକ, ବାସୁଦେବ ପ୍ରଧାନ, ଟିକମ ମଲ୍ଲିକ, ଅରୁଣ କୁମାର ନାୟକ, ଗଣେଶ୍ୱର ପଲେଇ, ନବକିଶୋର ରାଉତ, ସୁବାସଚନ୍ଦ୍ର ଖଟୁଆ, ପ୍ରଫୁଲଚନ୍ଦ୍ର ଖଟୁଆ, ଧୀରେନ କୁମାର ସାହୁ, ପୁରାତନଛାତ୍ର ସଂସଦର ସଭାପତି ଦିଲୀପ କୁମାର ସାହୁ ଓବରିଷ୍ଠ ନିର୍ଦ୍ଦେଶକ ଜାତୀୟ ସୂଚନା କେନ୍ଦ୍ର ଭୁବନେଶ୍ୱର ରବୀ ନାରାୟଣ ବେହେରା  ଉପସ୍ଥିତ ଥିଲେ ହେମନ୍ତଙ୍କୁ ସମ୍ବର୍ଦ୍ଧନା କରିଥିଲେ । ପୁରାତନ ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ସଚେତନ ନାଗରିକମଞ୍ଚ ବଣମଲ୍ଲିସାହିତ୍ୟ ସଂସଦ ବଲରଣ ବଳରାମପୁର ଆମ ଆଶ୍ରମ ଓ ମାର୍ଜିତାପୁର ହିଙ୍ଗୁଳା ବିଦ୍ୟାଳୟର  କର୍ମକର୍ତ୍ତା ଙ୍କ ସମେତ ଧର୍ମଶାଳା ନିର୍ବାଚନ ମଣ୍ଡଳୀରବୋହୁ ଜନତା ଏହି ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ।

Related Posts

About The Author

Add Comment