ପାଟ୍ଟଖଣ୍ଡା କ୍ଷତ୍ରିୟ ସଂଘର ଜ଼ିଲ୍ଲା  ସମ୍ପାଦକଙ୍କ  ବିୟ

Spread the love

ବାଲିଗୁଡା, ୨୨/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା) :- କନ୍ଧମାଳ ଜ଼ିଲ୍ଲା ମାଆ ପାଟ୍ଟଖଣ୍ଡା କ୍ଷତ୍ରିୟ କୁଳସମାଜର ଜ଼ିଲ୍ଲା ସମ୍ପାଦକ ତଥା ଶିକ୍ଷକ ଲିଙ୍ଗରାଜ ପାତ୍ରଙ୍କ  ବିୟୋଗରେ ସମଗ୍ର କ୍ଷତ୍ରିୟ କୁଳ ସମାଜ ଓ  ଶିକ୍ଷକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି l  ସୋମବାର ଦିନ କ.ନୂଆଗାଁ ପୁରୁଣା ସାହି ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ମୃତ୍ୟୁ ଶଯ୍ୟା ନିକଟରେ ଧର୍ମପତ୍ନୀ ସସ୍ମିତା ପାତ୍ରଙ୍କ ସମେତ ପରିବାର ଲୋକେ ଉପସ୍ଥିତ ଥିଲେ l ପ୍ରତିକୂଳ ପାଗସତ୍ବେ ତାଙ୍କ  ଶେଷ  ଦର୍ଶନ ଓ  ଶେଷ  ସଂସ୍କାର ପାଇଁ ଜ଼ିଲ୍ଲାର  କୋଣ ଅନୁକୋଣରୁ ବହୁ ବିଶିଷ୍ଟ ବ୍ୟକ୍ତି ଶିକ୍ଷକ ଓ  କ୍ଷତ୍ରିୟ ସମାଜର  ସଦସ୍ୟଙ୍କ  ସଭାପତି ଚାଙ୍ଗୁଆ ପାତ୍ର ବରିଷ୍ଠ କାର୍ଯ୍ୟକର୍ତ୍ତା ସହଦେଵ ପାତ୍ର, ପ୍ରମୋଦ ପାତ୍ର, ଇନ୍ଦ୍ରମଣି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l କୋଭିଡ଼  ନିୟମକୁ ମାନି ଶବ ସତ୍କାର କରାଯାଇଥିଲା  l ଲିଙ୍ଗରାଜ ଜଣେ ଆଦର୍ଶ ଶିକ୍ଷକ ତଥା ସୁ ସଂଘଠକ ଓ  ମେଳାପୀ ସ୍ଵଭାଵର  ଥିଲେ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

Related Posts

About The Author

Add Comment