ଧର୍ମଶାଳା, ୨୮ /୨ (ସନ୍ଧାନ ନିଉଜ) ଗତକାଲି ସାରା ଭାରତବର୍ଷରେ ଦୀପାବଳିପାଳିତ ହୋଇଯାଇଛି ଏହି ଅବସରରେ ଯାଜପୁରଜିଲା ଧର୍ମଶାଳା ବ୍ଲକ ଅଧିନ ,ଏଣ୍ଡଳବା ପଞ୍ଚାୟତର ପାଟପୁର ଗ୍ରାମତରଫରୁ ଉଜଳା ଦିଦି ମାନସୀ ପ୍ରଧାନଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା
ସନ୍ଧ୍ୟା ୬ଟା ଘଟିକାଠାରୁ ୭ଘଟିକା ପର୍ଯ୍ୟନ୍ତ ସମୁହଁ ଦୀପଦାନପୂର୍ବକ ଫଲୱମା ଶହୀଦ ସୈନିକମାନଙ୍କ ଅମର ଆତ୍ମାର ସତଗତି ନିମନ୍ତେ ପ୍ରାଥନା କରାଯାଇଥିଲା ଶତାଧିକ ଦେଶପ୍ରେମି ଉପସ୍ଥିତରହି ସହିଦି ମାନଙ୍କୁ ଶ୍ରଦ୍ଧାଞ୍ଜକି ଅର୍ପଣ କରିଥିଲେ,
ଏହିକାର୍ଯ୍ୟକ୍ରମରେ ପାଟପୁରର ଉଜଳାଦିଦିଙ୍କ ସମେତ ଗ୍ରାମର ଶତାଧିକ ପୁରୁଷ ଓ ମହିଳାମାନେ ମିଶି ଗ୍ରାମର ବାବା ଦକ୍ଷିଣେଶ୍ୱରୀ ଶିବମନ୍ଦିର ପ୍ରାଙ୍ଗଣରେ ପ୍ରଦୀପ ଉଜଳନ କରିଥିଲେ, ଏଥିରେ ଉଜଳାଦିଦି ମାନସୀ ପ୍ରଧାନ, ରେଣୁବାଳ ବେହେରା ଗୌରାଙ୍ଗ ବେହେରା, ସୁବାସ ପ୍ରଧାନ, ପ୍ରକାଶ ପ୍ରଧାନ, ଲଷ୍ମୀଧର ପ୍ରଧାନ, ଦେବେନ୍ଦ୍ର ରାୟ,ଅଶୋକ ରାୟ,ରମାକାନ୍ତ ରାୟ, ଏବଂ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଉଜଳା ଦୀପରେ ଯୋଗଦେଇଥିଲେ
Report- Prasanta Samal
Click Allow to subscribe our channel



