ପାକିସ୍ତାନରେ ବଡ଼ ଆତ୍ମଘାତୀ ହମଲା, ୧୩ ମୃତ
ପାକିସ୍ତାନ (ସନ୍ଧାନ ନିଉଜ) କାର ବିସ୍ଫୋରଣରେ ଥରିଛି ବାଲୋଚିସ୍ତାନ ପ୍ରଦେଶର କ୍ୱେଟ୍ଟା। ଏହି ଶକ୍ତିଶାଳୀ ବିସ୍ଫୋରଣରେ ଏଯାଏ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ୩୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ଆତଙ୍କୀସ୍ତାନ ପାକିସ୍ତାନ(Pakistan)ରେ ହୋଇଛି ବଡ଼ଧରଣର ଆତ୍ମଘାତୀ ହମଲା। କାର ବିସ୍ଫୋରଣ(Blast in Car)ରେ ଥରିଛି ବାଲୋଚିସ୍ତାନ ପ୍ରଦେଶର କ୍ୱେଟ୍ଟା। ଏହି ଶକ୍ତିଶାଳୀ ବିସ୍ଫୋରଣରେ ଏଯାଏ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ୩୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Related Posts
About The Author