ପଣାପିଇ ୩୦ରୁ ଅଧିକ ଅସୁସ୍ଥ

Spread the love
ଭଦ୍ରକ, ୧୪/୦୪ (ସନ୍ଧାନ ନିୟୁଜ) : ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ଅବସରରେ ଭଦ୍ରକ ଜିଲ୍ଲାରେ ୩୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ପ୍ରାୟ ୧୦ ଜଣ ଛୋଟ ପିଲା ରହିଥିବା ବେଳେ ସମସ୍ତଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକ ପିରିପୁର ଓ ମହୁରା ଗାଁରେ ଗ୍ରାମଦେବତୀଙ୍କ ପାଖରେ ପଣା ହୋଇଥିଲା। ସେହି ପଣାପିଇ ୩୦ରୁ ଅଧିକ ଅସୁସ୍ଥ ହୋଇଥିବା ଜଣାପଡିଛି।

Related Posts

About The Author

Add Comment