ପଞ୍ଜାବ ଟ୍ରେନ୍‌ ଦୁର୍ଘଟଣା: ରେଳବାଇ ପକ୍ଷରୁ ହେଲପ୍‌ଲାଇନ୍‌ ନମ୍ବର ଜାରି

Spread the love

ଚଣ୍ଡିଗଡ଼,୧୯/୧୦(ସନ୍ଧାନ ନିୟୁଜ):: ପଞ୍ଜାବର ଅମୃତସର ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଟ୍ରେନ୍‌ ଦୁର୍ଘଟଣା ପରେ ଭାରତୀୟ ରେଳବାଇ ପକ୍ଷରୁ ହେଲପ୍‌ଲାଇନ୍‌ ଜାରି କରାଯାଇଛି। ହେଲପ୍‌ଲାଇନ୍‌ ଟେଲିଫୋନ୍‌ ନମ୍ବର ଗୁଡ଼ିକ ଏହି ଆଧାରରେ ଜାରି କରାଯାଇଛି।

ମନଓ୍ଵାଲା ରେଲେଓ୍ଵ ଷ୍ଟେସନ ରେଳବାଇ: ୭୩୩୨୫,

ବିଏସ୍‌ଏନ୍‌ଏଲ୍‌- ୦୧୮୩-୨୪୪୦୦୨୪

ପାଓ୍ଵାର କ୍ୟାବିନ୍‌: ଏଏସ୍‌ଆର୍‌ ରେଳବାଇ: ୭୨୮୨୦,

ବିଏସ୍‌ଏନ୍‌ଏଲ୍‌-୦୧୮୩-୨୪୦୨୯୨୭

ବିଜୟ ସୋହତା, ଏସ୍‌ଏସ୍‌ଇ: ୭୯୮୬୮୯୭୩୦୧

ବିଜୟ ପଟେଲ, ଏସ୍‌ଏସ୍‌ଇ: ୭୯୭୩୬୫୭୩୧୬

Related Posts

About The Author

Add Comment