ନାବାଳକକୁ ପାଶବିକ ଅତ୍ୟାଚାର,ଅଭିଯୁକ୍ତ ଗିରଫ

Spread the love

ଘଣ୍ଟେଶ୍ୱର, ୨୪/୧୧ (ସନ୍ଧାନ ନିଉଜ) : ଜଣେ ୧୭ ବର୍ଷୀୟ ନାବାଳକକୁ ଅପ୍ରାକୃତିକ ଭାବେ ପାଶବିକ ଅତ୍ଯାଚାର କରି ଅଭିଯୁକ୍ତ ଗିରଫ | ଏଭଳି ଅଭାବନୀୟ ଘଟଣା ଘଟିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ବର ଅଞ୍ଚଳରେ | ନାବାଳକ ଜଣକ ଭଦ୍ରକ ଟାଉନ ଥାନାରେ ଲିଖିତ ଏତଲା ଦାଖଲ ପରେ ଅଭିଯୁକ୍ତକୁ ଗିରଫ କରିଛି ଟାଉନ ପୋଲିସ | ସୂଚନା ଅନୁସାରେ ଅଭିଯୁକ୍ତ ଜଣକ ହେଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ଵର ବଜାରରେ ଥିବା ତାରିଣୀ ଏଣ୍ଟର ପ୍ରାଇଜର ମାଲିକ ତଥା ଘଣ୍ଟେଶ୍ଵର ବିଜେପିର ଆଗଧାଡିର ନେତା |

Related Posts

About The Author

Add Comment