ବେତନଟୀ, 25.11.2020 (ଲିଙ୍ଗରାଜ ପଣ୍ଡା): ବେତନଟୀ ନିୟନ୍ତ୍ରିତ ବଜାର ଓଜନସ୍କେଲ, କିବକ୍ସ, ଆଦୁର୍ତି ମିଟର, ସେମ୍ପୁଲ ଡିଭାଇଡର କମିଟି(ଆରଏମସି) କାର୍ଯ୍ୟାଳୟ ପରିସରରେ ଧାନର ମାନ ଉପକରଣର କିଭଳି ବ୍ୟବହାର କରାଯିବ ସେନେଇ ତାଲିମ ନିର୍ଦ୍ଧାରଣ କରିବା ପାଇଁ ମଙ୍ଗଳବାର ଏକଦିବସୀୟ ତାଲିମ ପ୍ରଦାନ କରାଯାଇଥିଲା । ବେତନଟୀ ନିୟନ୍ତ୍ରିତ ବଜାର କମିଟିର ପ୍ରଦାନ କରାଯାଇଛି । ବେତନଟୀ ଆରଏମସି ଅଧୀନ ବେତନଟୀ, ସମ୍ପାଦକ ସନ୍ତୋଷ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଡ଼ସାହି, ମୋରଡା ଏବଂ ରାସଗୋବିନ୍ଦପୁର ବ୍ଲକର ୨୭ଟି ମଣ୍ଡିରେ କାର୍ଯ୍ୟାଳୟର ବସନ୍ତ ପଣ୍ଡା, ପ୍ରାଣବନ୍ଧୁ ମନ୍ତ୍ରୀ, ଦୀନକୃଷ୍ଣ ମାହାଣ୍ଡା, ୪ | ଧାନ କିଣଯିବା ପାଇଁ ଥିବାବେଳେ ବେତନଟୀ ବ୍ଲକ ଅଧିନରେ ପ୍ରଦୀପ ବେହେରା, ଭଗବାନ ବେହେରା, ଗଣେଶଚନ୍ଦ୍ର ଦାଶ, ୮ଟି ମଣ୍ଡିରେ ଧାନ କିଣାଯିବାର ବ୍ୟବସ୍ଥା କରାଯାଇଛି । ତେବେ ମାଧବଚନ୍ଦ୍ର ଗିରି, ବାଦଲିଚନ୍ଦ୍ର ବେହେରା, କ୍ଷୀରୋଦ ରାଉତ, ୨ ଓ ମଣ୍ଡିରେ ଏଫଏକ୍ୟୁ ଧାନ ସମେତ ଅନ୍ୟାନ୍ୟ ଧାନର ମାନ ନିର୍ଦ୍ଧାରଣ ଚୈତନ୍ୟ ସେନାପତି, ରମାକାନ୍ତ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
ଧାନର ମାନ ନିର୍ଦ୍ଧାରଣ ପାଇଁ ଏକଦିବସୀୟ ତାଲିମ୍
|
November 25, 2020 |
![ଧାନର ମାନ ନିର୍ଦ୍ଧାରଣ ପାଇଁ ଏକଦିବସୀୟ ତାଲିମ୍](https://sandhannews.com/wp-content/themes/mts_newsonline/images/nothumb-featuredfull.png)