ଯାଜପୁର ସଦର, ୨୪ା୦୭ (ସନ୍ଧାନ ନିୟୁଜ) ରାଜନିତିରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କାର୍ଯ୍ୟ କରିବା ସହିତ ଜଣେ ଆଦିବାସୀ ମହିଳା ଭାବରେ ଓଡ଼ିଶାର ଗର୍ବ ଗୌରବ ଆଣିଦେଇଥିବା ବିରୋଧି ଦଳକୁ ପଛରେ ପକାଇ ଦ୍ରୌପଦୀ ମୁର୍ମୁ ୧୫ ତମ ରାଷ୍ଟପତି ଭାବରେ ଆସନ୍ତା କାଲି ଶପଥ ନେବାକୁ ଯାଉଥିବା ବେଳେ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ବିଜୁ ଜନତା ଦଳର ସଦସ୍ୟମାନେ ବିଜୟ କରିବା ସହିତ ଶ୍ରୀମତୀ ମୁର୍ମୁ ଭାରତର ୧୫ ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଆଦର୍ଶରେ ବିଜେପି ପକ୍ଷରୁ ଶ୍ରୀମତୀ ମୁର୍ମୁଙ୍କୁ ପ୍ରାର୍ଥ କରାଯାଇଥିଲା । ଆଗେ ମାଟି ତାପରେ ପାଟି ସବୁ ଦଳର ସଦସ୍ୟ ମାନେ ଶ୍ରୀମତୀ ମୁର୍ମୁଙ୍କୁ ବିଜୟ କରିବାପାଇଁ ସଙ୍କଳ୍ପ କରି ନେଇଥିଲେ । ଯାହାକି ରାଇସିନାରେ ଯିବାଲାଗି ବୋରୋଧି ଦଳର ଜସୋନ୍ତ ସିହ୍ନାଙ୍କୁ ପଛରେ ପକାଇ ବିଜୟ ଟିକା ଶ୍ରୀମତୀ ମୁର୍ମୁ ପନ୍ଧିଥିଲେ । ଓଡ଼ିଶାର କୋଣ ଅନୁକୋଣରେ ଭାରତୀୟ ଜନତା ପାଟି ତରଫରୁ ଶ୍ରୀମତୀ ମୁର୍ମୁକୁ ବାଜା ବାଣରେ ଓଡ଼ିଶା ପ୍ରକମ୍ପିତ ହୋଇ ଉଠିଥିଲା । ଯାହାକି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାକ୍ଷୀ ବାନ୍ଧିଥିବାରୁ ରାକ୍ଷୀ ବାନ୍ଧିଥିଲୁ ରଖିଲି ମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତକାଲି ରାଷ୍ଟ୍ରପତି ଭାବରେ ଭଉଣୀ ଦ୍ରୌପଦୀ ମୁର୍ମୁ ଶପଥ ନେବାକୁ ଯାଉଥିବା ବେଳେ, ଓଡ଼ିଶାର କର୍ମବୀର ମାନ୍ୟବର ମୁଖ୍ୟମନ୍ତ୍ରୀ ଦିଲ୍ଲାୀ ଯାତ୍ରା କରିଛନ୍ତି । ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ସହିତ ଭଉଣୀକୁ ଆଶ୍ରୀର୍ବାଦ କରି ଭାଇର କର୍ତ୍ତବ୍ୟ ଶ୍ରୀଯୁକ୍ତ ପଟ୍ଟନାୟକ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ । ବିଭିନ୍ନ ମହଲରେ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ୧୫ ତମ ରାଷ୍ଟ୍ରପତି ଭାବରେ ଭାରତର ଗର୍ବ ଗୌରବ ଆଣିଦେଇଥିବା ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଦ୍ରୌପଦୀ ମୁର୍ମୁ ରାଷ୍ଟପତି ଭାବରେ ଆସନ୍ତା କାଲି ଶପଥ ନେବେ
|
July 24, 2022 |



