ଦେଶରେ ୯୧, ୭୦୨ ନୂଆ ଆକ୍ରାନ୍ତ ଚିହ୍ନଟ, ୩, ୪୦୩ ମୃତ୍ୟୁ ରିପୋର୍ଟ

Spread the love

ନୂଆ ଦିଲ୍ଲୀ ୧୧-୬ – (ଓଡ଼ିଆ ପୁଅ) ଗତ ଘଣ୍ଟା ମଧ୍ୟରେ ଦେଶରେ ୯୧, ୭୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩, ୪୦୩ ଜଣଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨, ୯୨, ୭୪, ୮୨୩ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪୬, ୨୮୧ ଜଣ। ଗତ ଘଣ୍ଟାରେ ଆରୋଗ୍ୟ ହୋଇଛନ୍ତି ୧, ୩୪, ୫୮୦ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩, ୪୦୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩.୬୩.୦୭୯ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧, ୨୧, ୬୭୧ କୁ ହ୍ରାସ ପାଇଛି। ଦେଶରେ ମୋଟ ଆରୋଗ୍ୟ ହୋଇଛନ୍ତି ୨, ୭୭, ୯୦, ୦୭୩ ଜଣ। ସକ୍ରୀୟ ଆକ୍ରାନ୍ତ ୩.୮୩%ଆରୋଗ୍ୟ ହୋଇଛନ୍ତି ୯୪.୯୩% ଏବଂ ମୃତ୍ୟୁ ସଂଖ୍ୟା ୧.୨୪% ଟିକାକରଣ ଦେଶରେ ମୋଟ ଟିକାକରଣ ୨୪, ୬୦, ୮୫, ୬୪୯ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୨, ୭୪, ୬୭୨ ଟି। ପରୀକ୍ଷଣ ଦେଶରେ ମୋଟ କରୋନା ପରୀକ୍ଷଣ ୩୭, ୪୨, ୪୨, ୩୮୪ ହୋଇଥିବା ବେଳେ ଗତକାଲି କରୋନା ପରୀକ୍ଷଣ ହୋଇଛି ୨୦, ୪୪, ୧୩୧ ଟି।

Related Posts

About The Author

Add Comment