ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ : ଆରମ୍ଭ ହେଲା ମତଗଣନା, ପ୍ରାରମ୍ଭିକ ପ୍ରଯ୍ୟାୟରେ ଆପ ଆଗରେ

Spread the love

ଦିଲ୍ଲୀ, ୧୧/୦୨ (ସନ୍ଧାନ ନିୟୁଜ) ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ର ମତଗଣନା ଆରମ୍ଭ ହୋଇଯାଇଛି। ସକାଳ ୮ ଟାରେ ମତଗଣନା ଆରମ୍ଭ ହୋଇଛି ଏବଂ ଦ୍ୱିପ୍ରହର ପର୍ଯ୍ୟନ୍ତ ସମସ୍ତ ଫଳାଫଳ ସାମନାକୁ ଆସିଯିବ। ଦିଲ୍ଲୀରେ ୮ ଫେବୃଆରିରେ ମତଦାନ ହୋଇଥିଲା। ଏଥର ପ୍ରାୟତଃ ୬୨ପ୍ରତିଶତ ମତଦାନ ହୋଇଥିଲା।

ପ୍ରଥମ ୭୦ ଟି ଆସନରୁ ୫୬ଟି ଆସନରେ ଆମ ଆଦମୀ ପାର୍ଟୀ ଆଗରେ ଥିବା ବେଳେ ବିଜେପି ୧୪ଟି ଆସନରେ ଆଗୁଆ ଅଛି କଂଗ୍ରେସ ଖାତା ଖୋଲି ପାରିନାହିଁ। ଏବେ ପୋଷ୍ଟାଲ ବାଲାଟ୍ସର ଗଣତି ଆରମ୍ଭ ହୋଇଛି।

Related Posts

About The Author

Add Comment