ଦଶଚକିଆ ଅଟୋ ମଧ୍ୟରେ ଧକ୍କା, ଯାତ୍ରୀ ଗୁରୁତର

Spread the love

ଗଡମଧୁପୁର, ୩୦/୮ (ସନ୍ଧାନ ନିୟୁଜ/ମାନସ ରାଉତ) ଚଣ୍ଡିଖୋଲ ଡୁବୁରୀ ୫୩ନମ୍ବର ଜାତୀୟ ରାଜପଥ ମାଣ୍ଡିଆ ଛକ ନିକଟରେ ଏକ ଦଶଚକିଆ ଏବଂ ଅଟୋ ମଧ୍ୟରେ ଧକ୍କା ଲାଗିବାରୁ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ ଗଡମଧୁପୁର ଗ୍ରାମର ଫଳ ବେପାରୀ କାହ୍ନୁ ବାରୀ ଫଳ ଆଣି ଫେରୁଥିବା ବେଳେ ଏକ ଦଶଚକିଆ ଟକ୍ର ସହ ଅଟୋର ଧକ୍କା ହୋଇଥିଲା । ଫଳରେ ଟକ୍ରଟି ଓଲଟି ପଡିଥିଲା । ଫଳରେ ଯାତ୍ରୀ କାହ୍ନୁ ବାରୀ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକସôା ନିମନ୍ତେ ପଠାଇଥିଳେ ।

Related Posts

About The Author

Add Comment