ନବରଙ୍ଗପୁର, 23.01.2021 (ସନ୍ଧାନ ନିଉଜ୍):– ତେନ୍ତୁଳି ଗଛ ଉପରେ ଭାଲୁ। କୋରାପୁଟ ଜିଲ୍ଲା ବୋରିଗୁମା ଥାନା ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆଉଁଳି ଗାଁ ନୂଆ ସାହି ତେନ୍ତୁଳି ଗଛରେ ଭାଲୁ ବସିଛି। ଆଜି ଭୋରୁ ତେନ୍ତୁଳି ଗଛ ମୂଳରେ ଭାଲୁ ଥିବା ଗାଁ ଲୋକ ଦେଖିଥିଲେ। ଭାଲୁକୁ ଦେଖିବା ପାଇଁ ଗାଁ ଲୋକଙ୍କ ଭିଡ଼ ଜମିଥିଲା। ଇତି ମଧ୍ୟରେ ଉଜ୍ଜଳ ହେବାରୁ ଭାଲୁ କେଉଁ ଆଡେ ଯାଇନପାରି ତେନ୍ତୁଳି ଗଛର ୩୦ ଫୁଟ ଉପରେ ଏକ ତିନି ଚାରୋଟି ପତଳା ଡାଳକୁ ଧରି ରହିଛି। ବୋରିଗୁମା ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାଇକ ଯୋଗେ ଲୋକଙ୍କୁ ସ୍ଥାନଛାଡି ଚାଲିଯିବାକୁ ଅନୁରୋଧ କରିଛନ୍ତି। ତେନ୍ତୁଳି ଗଛ ତଳେ ଘର ରହିଛି। ତେଣୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଦିନ ଅଛନ୍ତି ।
ତାଜା ଖବର
- ଧର୍ମେନ୍ଦ୍ର ମଲ୍ଲ ଙ୍କ ବିୟୋଗ ରେ ଶୋକସଭା।।
- ସତୀଶ ବିଶ୍ବାଳଙ୍କ ଘର ଉପରେ ଚଢାଉ ହେବ ନାହିଁ ! ପ୍ରତିଶ୍ରୁତି ଦେଲେ ଯାଜପୁର ପୋଲିସ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଚାନ୍ଦବାଲି ବିଜେପି ର ନେତା କିଏ ହେବ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନଲୋଡ କରନ୍ତୁ
- ତିହିଡ଼ି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଗୁରୁଜୀ ଓ ଗୁରୂମା ଙ୍କ ପ୍ରତିବାଦ ସଭା
- ପି ଏମ ଶ୍ରୀ ରାମ ନାରାୟଣ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ମେଳା ଦୋଳସାହି ଭଦ୍ରକ।
- ୩୯ତମ ମା ଦୁଆରସୁଣି ମିଳନ ଉତ୍ସବ ମହାସମାରୋହରେ ପାଳିତ
- ଯୁବତୀଙ୍କ ଆତ୍ମହତ୍ୟା
- ସୁନ୍ଦରଗଡ଼ର ଐତିହାସିକ ‘ବିରମିତ୍ର ମେମୋରିଆଲ ଗେଟ୍’ ଅବହେଳିତ; ସଂରକ୍ଷଣ ପାଇଁ ବଢୁଛି ଜନଅସନ୍ତୋଷ



