ଯାଜପୁର, ୯/୩ (ସଂଧାନ ନିୟୁଜ/ ପ୍ରଶାନ୍ତ) ଯାଜପୁର ଜିଲା କଳିଙ୍ଗନଗର ଥାନା ଅଧିନ ପିଙ୍ଗଲ ପଞ୍ଚୟତର ରଗଡ଼ି ଗ୍ରାମଠାରେ ହାୱେବା ଧକାରେ ଯୁବକ ମୁର୍ତୁ, ମୂର୍ତକ ଜଣକ ହେଲେ ପିଙ୍ଗଲ ପଞ୍ଚାୟତର ରାଇଟିକର ଗ୍ରାମର ,ରଥ ବସନ୍ତିଆଙ୍କ ପୁଅ ନିରଞ୍ଜନ ବସନ୍ତିଆ ସେତାଙ୍କ ହିରୋହୁଣ୍ଡା ସିଡି ଡିଲକ୍ସ ବାଇକି ଓ ଡି ୦୪ ଏ ୯୭୩୩ଯୋଗେ ନିଜ ଗ୍ରାମରୁ ବଙ୍ଗଳା ଆଭିମୁଖ୍ୟ ଯାଉଥିବା ସମୟରେ ବିପରୀତ ଦିଗରୁ ଆଉ ଏକବାଇକ୍ ହୁଣ୍ଡା ସାଇନ୍ ଓ ଡି୦୫, ୩୦୬୫ ଯୋଗେ ଆସୁଥିବା ହାତିବାରୀ ପଞ୍ଚାୟତର ଏକ ଯୁବକ (ମିଲୁ)ଙ୍କସହିତ ଧକା ହୋଇଥିଲା ସେ ଦୁହେଁ ତଳେପଡି ଯାଇଥିଲେ ,ଏହିସମୟରେ ବଙ୍ଗଳାଛକ ପଟୁ ଆସୁ ଥିବା ଏକ ଚିପ୍ସି ବୋଝେଇ ହାୱ।ଵା ଓ ଡି ୦୪ଏଚେ ୪୫୦୭ ଟ୍ରକ ଦୁହିଁଙ୍କ ଉପରେ ଚଢ଼ି ଯାଇଥିଲା ଯାହା ଫଳରେକି ନିରଞ୍ଜନଙ୍କର ଘଟଣା ସ୍ଥଳରେ ମୁର୍ତୁ ଘଟିଥିଲା ଏବଂ ମିଲୁକୁ ଗୁରୁତ୍ୱରଅବସ୍ଥାରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଟାଟାମେଡିକାଲକୁ ପଠେଇ ଦେଇଥିଲେ,,।ୟୁକ୍ତତହୋଇ ଗ୍ରାମ ବାସୀ ମାନେ ରାସ୍ତା ରୋକ କରିଥିଲେ ,ସଙ୍ଗେ ସଙ୍ଗେ କଳିଙ୍ଗ ନଗର ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉକ୍ତତ ଲୋକମାନଙ୍କୁ ବୁଝାସୁଝା କରି ଥିଲେ ମଧ୍ୟ ଲୋକମାନେ କୌଣସି କଥାକୁ ଶୁଣିନଥିଲେ, ଲୋକ ମାନ ଙ୍କର ଦାବିଥିଲାଯେ ସ୍ଥାନୀୟ ବିଧାୟକ ଆସିବା ପାଇଁ,। ସୁକିନ୍ଦା ବିଧାୟକ ଡ଼ ପ୍ରୀତିରଞ୍ଜନ ଘଡେଇ ଓ ତହସିଲଦାର ଆସିବା ଫଳରେ ଉକ୍ତତ ଲୋକଙ୍କୁ ବୁଝା ସୁଜାକରିଥିଲେ ଜାହାଫଳରେକି ଲୋକମାନେ ରାସ୍ତା ରୋକ ହଟାଇଥିଲେ, ମୂର୍ତକପରିବାରକୁ ରେଡ଼ କ୍ରସ ପକ୍ଷରୁ ୧୦,୦୦୦ରାଶି ପ୍ରଦାନ କରିଥିଲେ, ଏବଂ ମୂର୍ତକଙ୍କୁ ଦାନଗଦି ଗୋଷ୍ଟିସ୍ୱାସ୍ଥ କେନ୍ଦ୍ରକୁ ସବବେବ୍ୟଛେଦ ପାଇଁ କଳିଙ୍ଗ ନଗର ପୋଲିସ୍ ପଠାଇଥିଲେ।।
ତାଜା ଖବର
- ଆମ ପ୍ରାଚୀନ ସଭ୍ୟତାକୁ ଚିହ୍ନିବା ଆବଶ୍ୟକ, ଭାତର ବିଶ୍ୱକୁ ଦିଗଦର୍ଶନ ଦେବ ତାହା ଆଗମୀ ପିଢ଼ୀ ମାନଙ୍କ ପାଇଁ ସମ୍ଭବ ହେବ: ସାଂସଦ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରା; ଡି.ୟୁ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
- କଲାଣ୍ଡରେ ଉଦଯାପିତ ହେଲା ୪୬ତମ ଗଜଉଦ୍ଧାହରଣ ପୁଜା ମହୋଉତ୍ସବ
- ଖାଲି ଫ୍ଲାଟକୁ ୧.୮୫ କୋଟି ଟଙ୍କାରେ ବିକି ବୃଦ୍ଧାଙ୍କ ସମେତ ତିନି ଗିରଫ
- ଅବପାତରେ ପରିଣତ ହେଲା ଲଘୁଚାପ, ୪ ଜିଲ୍ଲାରେ ପ୍ରବଳ ବର୍ଷା
- ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା
- ଓଡ଼ିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଭାବେ ହିମାଂଶୁ, କାର୍ଯ୍ୟକାରୀ ସଭାପତି ସୁକାନ୍ତ ଏବଂ ସାଧାରଣ ସମ୍ପାଦକ ସରୋଜ ନିର୍ବାଚିତ
- ଲଘୁଚାପ ବର୍ଷାରେ କ୍ଷେତ ଓ ଖଳାରେ ଭିଜୁଛି ପାଚିଲା ଧାନ: ଚିନ୍ତାରେ ଚାଷୀ କୂଳ
- ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର
- ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ପାଠ୍ୟ ଆଲୋଚନା ଚକ୍ର
- ମହୁକୁଦ ସେବାଶ୍ରମ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ