ରାଉରକେଲା, ୧୧/୦୧/୨୦ (ସନ୍ଧାନ ନିଉଜ) : କେନ୍ଦ୍ରୀୟ ଅବକାରୀ ବିଭାଗର ଡେପୁଟି କମିଶନର ଆସିକ ଜମାଲଙ୍କ ରାଉରକେଲାସ୍ଥିତ ଘର ଓ କାର୍ଯ୍ୟାଳୟରେ ଆଜି ସିବିଆଇ ଚଢ଼ଉ କରିଛି । ରାଉରକେଲା ସେକ୍ଟର ୬ରେ ଥିବା ସି-81 କ୍ୱାଟର୍ସରେ ଝାଡ଼ଖଣ୍ଡରୁ ଆସିଥିବା ସିବିଆଇ ଟିମ୍ ଚଢ଼ଉ କରି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି ।କେଉଁ ମାମଲାରେ ଆସିକ ଜମାଲଙ୍କ ଘରେ ରେଡ୍ ଚାଲିଛି, ତାହା ସ୍ପଷ୍ଟ ହୋଇନାହିଁ ।
ଡେପୁଟି କମିଶନରଙ୍କ ଘରେ ସିବିଆଇ ରେଡ
|
January 11, 2020 |


