କୋରାଇ/୧୨/୦୧/ସନ୍ଧାନ ନିଉଜ୍)( ଆଜମିର୍) ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ କୋରାଇ ମସ୍ ଜିତି ନିକଟସ୍ଥ କିଲା ପଡ଼ିଆ ପିରୁବାବା ମନ୍ ସୂର୍ ଙ୍କ ଦରଗା,, ଆଯାକୁ ପ୍ରାୟ ଏକ ଶହ ବର୍ଷ ହେବ ଏଠାରେ ବାବା ପୂଜା ପାଉଛନ୍ତି, ଲୋକ କଥାଅନୁଯାଇ ବାବାଙ୍କ ବିଭିନ୍ନ ପ୍ରକାରର ଅଲୌକତା ଶକ୍ତି ଦେଖିବାକୁ ମିଳିଥାଏ, ଏଠାରେ ହିନ୍ଦୁ ମୁସଲିମ କିଛି ବାରଣ ନଥାଏ ସବୁଠୁ ବଡ଼ କଥା ହେଲା ବାବଙ୍କ ପାଖକୁ ବହୁ ହିନ୍ଦୁ ଧର୍ମର ଲୋକମାନେ ଆସିଥାନ୍ତି, ଲୋକ କଥା ଅନୁଯାଇ ଏଠାରେ ଯେଉଁ ମାନସିକ ଧାରି ମାନସିକ କରିଥାନ୍ତି ତାହା ନିଚ୍ଚୟ ପୂରଣ ହୋଇଥାଏ, ପ୍ରତୋକ ବର୍ଷ ମାର୍ଚ୍ଚ ମାସରେ ବାବାଙ୍କର ଚାଦର ଖାନି ଉତ୍ସବ ପାଳନ କରାଯାଇଥାଏ ଓ ବହୁ ଦେଶ ବିଦେଶରୁ ଆସି କବାଲି ପ୍ରତିଯୋଗିତା କରିଥାନ୍ତି, ପ୍ରତୋକ ଗୁରୁବାର ଦିନ ହଜାର ହଜାର ହିନ୍ଦୁ ମୁସଲିମ ଧର୍ମର ଲୋକମାନେ ଏଠାକୁ ଆସି ବାବାଙ୍କ କୃପା ଲାଭ କରିଥାନ୍ତି,
ଡାକିଲେ ଜବାବ୍ ଦିଅନ୍ତି କୋରାଇ ର ପିରୁବାବା ମନ୍ ସୂର୍,,
|
January 12, 2023 |



