ନୂଆଦିଲ୍ଲୀ୧୭/୧୦(ସନ୍ଧାନ ନିୟୁଜ): କେନ୍ଦ୍ର ସରକାର ଆଜି ସାଧାରଣ ଭବିଷ୍ୟନିଧି ପାଣ୍ଠି (ଜିପିଏଫ) ଏବଂ ଅନ୍ୟ କେତେକ ସ୍କିମ୍ର ସୁଧହାର ବୃଦ୍ଧି କରିଛନ୍ତି। ଚଳିତବର୍ଷର ଅକ୍ଟୋବର-ଡିସେମ୍ବର ତ୍ରୟମାସ ପାଇଁ ସରକାର ଏହି ସୁଧ ହାର ୮%କୁ ବୃଦ୍ଧି କରିଛନ୍ତି। ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଏହା ୭.୬% ରହିଥିଲା। କେନ୍ଦ୍ର ସରକାରଙ୍କ କର୍ମଚାରୀ, ରେଳ ଏବଂ ପ୍ରତିରକ୍ଷା ବିଭାଗର କର୍ମଚାରୀଙ୍କ ପାଇଁ ଏହି ନୂଆ ସୁଧ ହାର କାର୍ଯ୍ୟକାରୀ ହେବ।
ଜିପିଏଫ ସୁଧ ହାର ୮%କୁ ବୃଦ୍ଧି
|
October 17, 2018 |
![](https://sandhannews.com/wp-content/uploads/2018/10/interest-rate-for-gpf-increased-for-october-to-december_SECVPF-640x430.jpg)