ଜନ୍ମଦିନକୁ ଯାଇ ୨ ନାବାଳିକା ନିଖୋଜ

Spread the love
ରାଉରକେଲା ୦୫/୦୨ (ସନ୍ଧାନ ନିୟୁଜ): ଶିକ୍ଷକଙ୍କ ଜନ୍ମଦିନକୁ ଯାଇ ଦୁଇ ନାବାଳିକା ନିଖୋଜ । ଗତ ସୋମବାର ସନ୍ଧ୍ୟା ଠାରୁ ଉଭୟେ ନିଖୋଜ ହୋଇଯାଇଛନ୍ତି । ଏଭଳି ଘଟଣା ଘଟିଛି ରାଉରକେଲାର ଉଦିତ ଥାନା ଅଧିନସ୍ଥ ବିରଜାପାଲି ବସ୍ତିରେ । ନିଖୋଜ ନାବାଳିକା ଦ୍ବୟ ହେଲେ ରିୟା ସାଗର ଓ 8 ବର୍ଷୀୟ ପ୍ରିତି ସୁନା । ଉଭୟ ସୋମବାର ସନ୍ଧ୍ୟାରେ ସ୍କୁଲ ଶିକ୍ଷକଙ୍କ ଜନ୍ମଦିନକୁ ଯାଇଥିଲେ । ଦୀର୍ଘ ସମୟ ଧରି ଉଭୟଙ୍କ କୌଣସି ଖୋଜ ଖବର ନମିଳିବାରୁ ବସ୍ତି ଲୋକେ ପୋଲିସକୁ ଖବର ଦେଇଥିଲେ ।

Related Posts

About The Author

Add Comment