ଜଙ୍ଗଲୀ ଦନ୍ତାହାତୀ ଆକ୍ରମଣରେ ଚାଷୀଙ୍କ ମ୍ରୃର୍ତୁ

Spread the love
ଢେଙ୍କାନାଳ/୦୫/୧୨/ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ)ଜଙ୍ଗଲୀ ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମ୍ରୃର୍ତୁ ହୋଇଥିବା ଦେଖିବାକୁ ମିଳିଛି । ପ୍ରାପ୍ତ ସୂଚନାଯାଇ ଢେଙ୍କାନାଳଜିଲ୍ଲା ଗଁଦିଆ
ବ୍ଲକ ଅନ୍ତର୍ଗତ ଵଣିଆପଡା ଗ୍ରାମର ରଘୁନାଥ, ବାରିକ । ବାପା ,ଭଜ ମନବାରିକ।ବୟସ ୬୬ ଆଜି ଵିଲକୁ
ଜିବାସମୟରେ ଏକଦନ୍ତାହାତୀ ଗଛ
ଆଢୁଆଳରେ ଏକାକି ଠିଆ ହେଇଥିବା ଵେଳେ ରଘୁନାଥ ବାରୀକ
ମୁହାଁମୁହିଁ ହୋଇଥିଲେ। ଫଳରେ ଦନ୍ତା ,ରଘୁ ନାଥଙ୍କୁ ସୁଣ୍ଢରେ ଫୋଫାଡି ଦଵାଫଳରେ ତାଙ୍କର ମ୍ରୃର୍ତୁ
ହୋଇଥିଲା। ଘଟଣାସ୍ତଳରେ, ସଡଗିଂ
ରେଞ୍ଜ ଙ୍କ ସହିତ ଗଁଦିଆ ଥାନା ଅଧିକାରୀ ପହଞ୍ଚି ଶବ ଜବଦକରି
ବ୍ୟବଛେଦ ପାଇଁ ଢେଙ୍କାନାଳ ମୂଖ୍ୟ
ଡାକ୍ତର ଖାନାକୁ ପଠାଇଥିବା ଜାଣିବାକୁ ମିଳିଛି।

Related Posts

About The Author

Add Comment