ଭୂବନେଶ୍ବର, ୨୦/୦୬/୨୦ (ସନ୍ଧାନ ନିଉଜ) : ଭୂବନେଶ୍ବର ମହାନଗରର ସ୍ବଦେଶୀ ଜାଗରଣ ମଞ୍ଚର ସଂଯୋଜକ ବିଜୟ ରାଉତରାୟଙ୍କ ତତ୍ତ୍ୱାବଧାନରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ
ଚାଇନା ଦ୍ରବ୍ଯକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଆହ୍ୱାନ ଦେବା ସହ ଚୀନର ବର୍ବୋରଚିତ କର୍ଯ୍ଯକୁ ଘୋର ନିନ୍ଦା କରିବା
ସହ ଲୋକଙ୍କୁ ସଚେତନ କରାଇଛନ୍ତି ।।ଏହି ସଭାଟି ଭୂବନେଶ୍ବରର ଜନଗହଳି ପୂର୍ଣ୍ଣ ଛକ ରସୁଲଗଡରେ ଅନୁଷ୍ଠିତ ହୋଇଯାଇଛି ।।
ଭୁବନେଶ୍ବରରୁ ଅଜିତ ମହାନ୍ତି ଙ୍କ ରିପୋର୍ଟ ସନ୍ଧାନ ନ୍ୟୁଜ