ଭୁବନେଶ୍ଵର, ୧୭/୨/୨୦ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ଚରଦିଆ ଗାଁରେ ଗ୍ୟାସ୍ ଲିକ୍ ଯୋଗୁ ନିଆଁ ଲାଗିଯିବାରୁ ଜଣେ ବିବାହିତା ମଙ୍କର ମୃହିଳାତ୍ୟୁହୋଇଛି। ଜାଲିଯାଇଛି ୬ ବଖରା ଘର। ନଷ୍ଟ ହୋଇଛି ଲକ୍ଷାଧିକ ଟଙ୍କାର ସଂପତ୍ତି। କିନ୍ତୁ ମହିଳାଙ୍କୁ ହତ୍ୟା କରାଯାଇଛି ବୋଲି ବାପଘର ଲୋକେ ଅଭିଯୋଗ କରିଛନ୍ତି।
ଖବର ଅନୁଯାୟୀ ପ୍ରାୟ ବର୍ଷକ ତଳେ ଭଦ୍ରକ ଜିଲ୍ଲାର ଓରାସାହି ପଞ୍ଚାୟତର ବାଘନଟା ଗ୍ରାମର ପୂର୍ଣ୍ଣିମା ଦାସ ବାଁସଡ଼ା ଥାନା ଅଞ୍ଚଳର ଚରଦିଆ ଗାଁର ପ୍ରଶାନ୍ତ ମହାଳିକଙ୍କୁ ପ୍ରେମ ବିବାହ କରିଥିଲେ।