ଜାଭା, ୨୬/୮ (ସନ୍ଧାନ ନିଉଜ) ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ ଏଭଳି ଚାଲିି ଶୁକ୍ରବାର ୮୦୦କିଲୋମିଟର ସମ୍ପୂର୍ଣ୍ଣ କରିଛନ୍ତି। ନିଜ ପ୍ରଦେଶର ଜଙ୍ଗଲ ସୁରକ୍ଷା ପାଇଁ ସେ ଏହି ଅଭିଯାନ ଦ୍ୱାରା ସରକାରଙ୍କ ସହାୟତା ଲୋଡିଛନ୍ତି। ଏହି ଯାତ୍ରାକାଳରେ ଲୋକେ ତାଙ୍କୁ କୌତୂହଳ ହୋଇ ଚାହିଁ ବେଶ୍ ମଜା ଉଠାଇଥିଲେ। ଇଣ୍ଡୋନେସିଆର ଏକ ଏସ୍କର୍ଟିଂ ଆମ୍ବୁଲାନ୍ସ ମଧ୍ୟ ତାଙ୍କ ଯାତ୍ରାପଥରେ କେତେକାଂଶରେ ସହାୟତା କରିଥିଲା। ଏହି ଚର୍ଚ୍ଚିତ ବ୍ୟକ୍ତି ହେଉଛନ୍ତି ୪୩ବର୍ଷ ବୟସ୍କ ମେଡି ବଷ୍ଟୋନି। ସେ ୪ ସନ୍ତାନର ଜନକ। ୮୦୦କି.ମି. ପଛେଇ ପଛେଇ ଚାଲିବା ପାଇଁ ତାଙ୍କୁ ପାଖାପାଖି ୧ମାସ ଲାଗିଥିଲା।*
ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

Related Posts
ବ୍ରାହ୍ମଣୀ ନଦୀରେ କୁମ୍ଭୀର , ଲୋକେ ଆତଙ୍କିତ , ସେୟାର କରି ନଦୀକୁ ନଯିବା ପାଇଁ ସଚେତନତା କରନ୍ତୁ
ବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣବୈଜ୍ଞାନିକଙ୍କ ବଡ଼ ଅାବିଷ୍କାର: ଚନ୍ଦ୍ରରେ ରହୁଥିଲେ ଏଲିୟନ୍; ଜୀବନଧାରଣ ଲାଗି ଥିଲା ଏବେ ଠାରୁ ଅଧିକ ଅନୁକୂଳ ବାତାବରଣ
ଦିନସାରା ଜଳୁଛି ଷ୍ଟ୍ରିଟ୍ ଲାଇଟ୍


