ରସୁଲପୁର 11/12 (ସନ୍ଧାନନିୟୁଜ ) ରସୁଲପୁର ବ୍ଲକ ସମିଳନୀ କଯ ରେ ବୁଧବାର ଦିନ 11ଘଟିକା ସମୟ ରେ ଜିଲ୍ଲା ବଜ଼ାର କମିଟି ତରଫରୁ ମଣ୍ଡଳ ସ୍ତରୀୟ ଏକ ତାଲିମ କେନ୍ଦ୍ର ଅନୁଷ୍ଠିତ ହୋଇଛି l ଏହି କାଯ୍ୟ କ୍ରମ ରେ ମୁଖ୍ୟ ତାଲିମ ପ୍ରଦାନ କାରି ଭାବରେ ରସୁଲପୁର ଯୋଗାଣ ଅଧିକାରୀ ଅନୁଜକୁମାର ସାହୁ ସୂଚନା ପ୍ରଦାନ ପୂର୍ବକ କହିଥିଲେ ଯେ ଅନଲାଇନ ପି ପାସ ଜରିଆରେ ଧାନ କିଣିବେ ଅନଲାଇନ ଵେବସ୍ତା ଅଚଳ ଥିଲେ ଏ ଆର ସି ଏ ସକଂ ଅନୁମତି କର୍ମେ ମାନୁ ଆଲେ ଧାନ କିଣି ପାରିବେ ଧାନ ପ୍ରଦାନ ସମୟରେ ଚାଷୀ ମାନେ ସେମାନଙ୍କ ଆଧାର ନମ୍ବର ଓ ବ୍ୟାଙ୍କ ଖାତା ନମ୍ବର ପ୍ରଦାନ କରିବେ ଏଇଥି ପୂର୍ବରୁ ଚାଷୀ କଂ ପଞ୍ଜିକରଣ ତାଲିକା ପାକ କାନ୍ଥ ରେ ଲଗା ଯିବ ଏହି ତାଲିକାରେ ଥିବା ଚାଷୀ ମାନଙ୍କୁ ପାକ ପକ୍ଷରୁ ଆଗୁଆ ଟୋ କୋ ନ ପ୍ରଦାନ କରାଯିବ ଧାନ ବିକିବାର 36ରୁ 48 ଘଟା ଭିତରେ ପାଉଣା ଚାଷୀ କଂ ଜମା ଖାତା କୁ ପ୍ରଦାନ କରା ଯିବ ଚଳିତ ବର୍ଷ ଧାନ ର ସରକାରି ମୂଲ୍ୟ 1815 ଟଙ୍କା ଓ 1835 ଟଙ୍କା ରଖା ଯାଇଛି ଚାଷୀ ମାନଙ୍କୁ ଧାନ ବସ୍ତା ଝୋଟ ଅଖା ବେବହାର କରିବା ପାଇଁ କହିଥିଲେ
ଓ ନକଲି ଚାଷୀ ମାନଙ୍କୁ ଧରିବା ପାଇଁ ଆଇ ରିସି ସ୍କା ନ ର ଵେବସ୍ତା ଲାଗୁ କରା ଯାଇଛି ଏଥର ନାଲି ଧାନ କିଣିବେ
ମିଲର ଏଥର କଟିଙ୍ଗ ଵେବସ୍ତା ନାହିଁ ଚଳିତ ବର୍ଷ ଏହି ବ୍ଲକ ରେ 1605 ଜଣ ଚାଷୀ ଧାନ ବିକିବେ ବୋଲି ନାମ ପଞ୍ଜିକରଣ କରି ଛନ୍ତି ଧାନ କିଣା ଚଳିତ ମାସ 15ତାରିଖ ରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ଶେଷ ଯାଏ ଚାଲିବ ବୋଲି ସୂଚନା ଦେଇ ଥିଲେ ଚାଷୀ ମାନେ କୌଣସି ଅସୁବିଧା ର ସମ୍ମୁଖୀନ ହେଲେ ବ୍ଲକ ଯୋଗାଣ ଅଧିକାରୀ କିମ୍ବା ଓଡିଶା ସରକାର କର ନିସୁକ୍ଲ ନମ୍ବର 1967 ରେ ବିଭାଗୟ ଅଧିକାରୀ କଂ ସହ ଯୋଗାଯୋଗ କରି ଅଭିଯୋଗ କରି ପାରିବେ ବୋଲି ସୂଚନା ଦେଇ ଥିଲେ
ଏହି କାର୍ଯ୍ୟକ୍ରମ ରେ ରସୁଲପୁର ବ୍ଲକ ରେ ଥିବା 11ଟି ପ୍ରାଥମିକ କୃଷି ପାସ୍କର ସମ୍ପାଦକ ଓ ପଞ୍ଚାନନ ରାଉତ ଡାଟା ଏଣ୍ଟ୍ରି ଅପରେଟାର ମାନେ ଯୋଗ ଦେଇଥିଲେ ଆର ଏ ମ ସି ପକ୍ଷରୁ ସୁରେନ୍ଦ୍ର ସେଠି ଧନ୍ୟବାଦ ଅର୍ପଣ କରିଥିଲେ
ଖରିଫ ଧାନ କିଣା ନେଇ ବ୍ଲକ ସ୍ତରୀୟ ପ୍ରଶିକ୍ଷଣ ଶିବିର
|
December 12, 2019 |



