କୋରୋନା ଚିହ୍ନଟ ପରେ RMCର ତତ୍ପରତା

Spread the love

ରାଉରକେଲା, ୧୦/୦୫ (ସନ୍ଧାନ ନିଉଜ): କୋରୋନାକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏପଟେ ରାଉରକେଲାରେ ପୁଣି କଣ୍ଟେନମେଣ୍ଟ ଜୋନରୁ ଜଣେ କୋରୋନା ଚିହ୍ନଟ ପରେ RMC ଆଜି(ଶନିବାର) ପାୱାର ହାଉସ ରୋଡ଼ ତଥା ମଧୁସୂଦନ ମାର୍ଗକୁ ଯାଇ ସମ୍ପୂର୍ଣ ଦୋକାନ ବଜାର ବନ୍ଦ କରିଛି । ମଧୁସୂଦନ ମାର୍ଗ ତଥା ପାୱାର ହାଉସ ରୋଡ଼ ବଫର ଜୋନରେ ଥିବା ସତ୍ତ୍ବେ ଦୋକାନ ଖୋଲା ଯାଉଥିଲା। କିନ୍ତୁ ଗତ ରାତିରେ ଏକ ପଜିଟିଭ୍ କେସ ସାମ୍ନାକୁ ଆସିବା ପରେ ମହାନଗର ନିଗମ ସଚେତ ହୋଇ ବଫର ଜୋନରେ ଆସୁଥିବା ଦୋକାନ ଗୁଡିକୁ ବନ୍ଦ କରିଛି ।  

Related Posts

About The Author

Add Comment