କୃଷି ବିଲ ପ୍ରତ୍ୟହାର ଦାବିରେ ଚଣ୍ଡିଖୋଲରେ ଭାରତ ବନ୍ଦର ପ୍ରଭାବ

Spread the love

ଚଣ୍ଡିଖୋଲ, ୮/୧୨(ସନ୍ଧାନ ନିୟୁଜ) କେନ୍ଦ୍ରସରକାରଙ୍କ ଦ୍ୱାରା ହୋଇଥंर्ବା ନୂତନ କୃଷି ବିଲକୁ ପ୍ୟତ୍ୟହାର ଦାବିରେ ସମଗ୍ର ଭାରତରେ ବିଭିନ୍ନ ସଘଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି କ୍ରମରେ ଗତକାଲି ରାଜ୍ୟ ସରକାର ମଧ୍ୟ ସମର୍ଥନ ପୂର୍ବକ ସମସ୍ତ ସରକାରी କାର୍ଯ୍ୟଳୟ ଗୁଡିକକୁ ଛୁଟି ଘୋଷଣା କରିଥିଲେ । ଏହା ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ଛକ ବଜାର ବନ୍ଦ ରହିଥंर्ବା ବେଳେ ଯାତାୟତ ଠପ ହୋଇ ପଡିଥंर्ଲା । ସେହିପରି ଚଣ୍ଡିଖୋଲ ଛକରେ ନବ ନିର୍ମାଣ କୃଷକ ସ़ଘଠନ, ବଡଚଣା କ़ଗ୍ରେସ ପକ୍ଷରୁ ଚଣ୍ଡିଖୋଲ ଛକରେ ଜାତୀୟ ରାଜପଥ ବନ୍ଦ କରିବା ସହିତ କୃଷି ବିଲ ପ୍ରତ୍ୟାହାର କରିବାକୁ ନେଇ ବିଭିନ୍ନ ସ୍ଲୋଗାନ ଦେବା ସହିତ କେନ୍ଦ୍ରସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ଏଥंर्ରେ ବହୁ ଚାଷୀ ନେତା ଏବ़ ଚାଷୀ ମାନେ ଯୋଗଦେଇ ପିକେଟି़ କରିବା ସହିତ ଧାରଣରେ ବସି ରହିଥିଲେ ।

Related Posts

About The Author

Add Comment