କରୋନା ସଚେତନତା କାର୍ଯ୍ୟକ୍ରମ

Spread the love
ଯାଜପୁର ୨୭/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) ଆମ ସ୍ବାଭିମାନ  volenter organisation ଏବଂ  ମା ବ୍ରାହ୍ମଣୀ ଦେବୀ ୟୁଥ୍ କ୍ଳବ୍ ଆନୁକୁଲ୍ୟରେ କରୋନା ସଚେତନତା କାର୍ଯ୍ୟକ୍ରମ ଧର୍ମଶାଳା ହରିଦାସପୁର ଗ୍ରାମପଞ୍ଚାୟତ ର ସୁଭଦ୍ରIପୁର ଗ୍ରାମରେ ଏବଂ ବଡ଼ଚଣା ର ଖୋସାଲିପୁର ଗ୍ରାମରେ ଆୟୋଜନ କରାଯାଇ ଥିଲା। ସ୍ବେଚ୍ଛାସବୀ ମାନଂକ ସହଯୋଗ ରେ କୋରାନା କିପରି ବ୍ୟାପେ, ସଠିକ୍  ହାତ  ଧୋଇବା ପ୍ରଣାଳୀ ,ସାବୁନ୍ ବଣ୍ଟନ, ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଶେଷକରି ଥଣ୍ଡା, ଜର କିମ୍ବା କଫରେ ପୀଡ଼ିତ ହେଲେ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ଗ୍ରାମବାସୀ ମାନଙ୍କୁ ସଚେତନତା କରାଯାଇଥିଲା । ଏହାକୁ  ଅନିଲ କୁମାର ସାହୁ, ସନ୍ତୋଷ ନାୟକ, ହରିହର ସାହୁ ,ଉମେଶ ନାୟକ,ଅଭୟ ସାହୁ,ଦୀପକ୍ ସାହୁ,ଚନ୍ଦନ ସାହୁ,ସୁରେଶ ପ୍ରସାଦ ସାହୁ,ବିଚିତ୍ର ସାହୁ, ତନ୍ମୟ ପୃଷ୍ଟି,  ଆଦି ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସମାଜସେବୀ ଅରୁଣ ସାହୁ , ରଞ୍ଜନ ନାୟକ, ସୁବାଷ ନାୟକ ଏବଂ ସାମ୍ବାଦିକ ଚିନ୍ମୟ ପୃଷ୍ଟି ଆଦି ଉପସ୍ଥିତ ରହିଥିଲେ।

Related Posts

About The Author

Add Comment