କମିଲା ବସ୍ ଭଡ଼ା

Spread the love
ଭୁବନେଶ୍ଵର, ୨/୨/୨୦ (ସନ୍ଧାନ ନିଉଜ) : ବସ୍ ଭଡ଼ା କିଲୋମିଟର ପିଛା ଆଜି ୧ରୁ ୨ ପଇସା କମିଛି। ସାଧାରଣ ବସ୍ ଯାତ୍ରୀଭଡ଼ା ୭୦ରୁ ୬୯ ପଇସାକୁ ହ୍ରାସ କରାଯାଇଥିବା ବେଳେ ଏକ୍ସପ୍ରେସ ବସ୍ ଭଡ଼ା ୭୩ରୁ ୭୨ ପଇସାକୁ କମିଛି। ସେହିପରି ଡିଲକ୍ସ ବସ୍ ଯାତ୍ରୀ ଭଡ଼ା ୧ ଟଙ୍କା ୧ ପଇସାରୁ ୯୯ ପଇସା ଓ ଏସି ଡିଲକ୍ସ ବସ୍ ଭଡ଼ା ୧.୨୩ରୁ ୧.୨୧ ପଇସାକୁ ହ୍ରାସ କରାଯାଇଛି। ଡିଜେଲ ଦର କମିଥିବାରୁ ଅଟୋମେଟିକ୍ ମେକାନିଜିମ୍ ସିଷ୍ଟମରେ ବସ୍ ଭଡ଼ା କମିଥିବା ଜଣାପଡ଼ିଛି।

Related Posts

About The Author

Add Comment