କଦଳାରେ ସରସ୍ୱତି ପୂଜା ଉଦଯାପିତ୍

Spread the love

ଧର୍ମଶାଳା ୧/୨(ସନ୍ଧାନ ନିୟୁଜ/ମାନସ ରାଉତ) ଧର୍ମଶାଳା ବ୍ଲକ ନେଉଳପୁର ପଂଚାୟତ କଦଳା ଗ୍ରାମରେ ତିନିଦିନ ଧରି ଚାଲିଥିବା ସରସ୍ୱତୀ ମୋହସôବ ଉଦଯାପିତ ହୋଇଯାଇଛି । ପ୍ରଥମ ଦିବସରେ ମା ସରସ୍ୱତୀଙ୍କ କଳସ ଶୋଭାଯାତ୍ରାରେ ଆଣିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦିତ୍ୱୀୟ ଦିବସରେ ସୂର୍ଯ୍ୟପୂଜା, ସକାଳ ଧୂପ ପୂଜାର୍ଚ୍ଚନା ପରେ ନୀତି ଭୋଗ ପତ୍ୟହ ଦିନ ଲାଗି କରାଯାଇଥିଲା । ଏହି ଅବସରରେ ଗ୍ରାମଂଚଳରେ ପୁଚି, ମ୍ୟାଜିକ ଚେୟାର, ହାଣ୍ଡିବାଡା, ଏବଂ ନାଚ ଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟହ ଦିନ ପୂଜା ମଣ୍ଡପ ନିକଟରେ ବହୁ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥିଲା । ଏହାକା କର୍ତା ଭାବେ ସୁଧାଂଶୁ ସ୍ୱାଇଁ, ଭାଗ୍ୟଧର ମହାରଣା ସମାପନ କରିଥିବା ବେଳେ ପ୍ରକାଶ ରାଉତ, ରଜତ ଖୁଂଟିଆ, ସାର୍ତକ ସାମଲ, ରାକେଶ ସାମଲ, ରାଜେଶ ସାମଲ, ରକି ସାମଲ, ଦେବାଶିଷ ପରିଡା, ସଙ୍ଗମ ପରିଡା, ସୋନମ ପରିଡା, ଆରୁଣ ସାମଲ, ସନ୍ତୋଷ ରାଉତ, ସାଗର ସାମଲ, ମଂଟୁ ପାତ୍ର, ସମେତ ଗ୍ରାମବାସୀ ପରିଚାଳନା କରିଥିଲେ ।

ସେହିପରି ହରିଦାସପୁର ଗ୍ରାମରେ ମାଙ୍କ ପୂଜା ଉସôବ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ସଧ୍ୟାରେ ମଣ୍ଡପ ନିକଟରେ ସଂସ୍କୃତିକ କାର୍ଯ୍ୟକ୍ରମ ଭଜନ ଜଣାଣ ଆଦି ଅନୁଷ୍ଠିତ ହୋଇଥିଲା । ଉସôବରେ କର୍ତା ଭାବେ ବିରେନ୍ଦ୍ର ପରିଡା କାର୍ଯ୍ୟ ସମାପନ କରିଥିବା ବେଳେ ଗ୍ରାମବାସୀ ପରିଚାଳନା କରିଥିଲେ ।

Related Posts

About The Author

Add Comment