ଓଲଟିଲା ଆମ୍ବୁଲାନ୍ସ; ତିନି ଗୁରୁତର
ଭଦ୍ରକ ୧୨/୮ (ସନ୍ଧାନ ନିୟୁଜ) ଜାତୀୟ ରାଜପଥ ଭଣ୍ଡାରିପୋଖରୀ ନିକଟ ରେ ରାସ୍ତା କଡ କୁ ଓଳଟିଲା ଆମ୍ବୁଲାନ୍ସ .ତିନି ଗୁରୁତର .ଭଦ୍ରକ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି .ସୂଚନା ଅନୁଯାୟୀ ଧାମନଗର ବ୍ଲକ ଗୋବିନ୍ଦପୁର ଗାଁ ର ପରମେଶ୍ୱର ମିଶ୍ର ଙ୍କ ର ହୃଦଘାତ ରେ କଟକ ଏସିବି ରେ ମୃତ୍ୟୁ ହୋଇଥିଲା .ପରମେଶ୍ୱର ଙ୍କ ମୃତ ଦେହ କୁ ଏକ ଘରୋଇ ଆମ୍ବୁଲାନ୍ସ ରେ ଭଦ୍ରକ ଗୋବିନ୍ଦପୁର ଗାଁ କୁ ଆଣୁଥିବା ବେଳେ ଭଣ୍ଡାରିପୋଖରୀ ଠାରେ ଭାରସାମ୍ୟ ହରାଇ ରାସ୍ତା କଡ କୁ ଓଲଟି ପଡିଥିଲା .ମୃତ ଦେହ ନେଇ ଆସୁଥିବା 3 ଜଣ ସମ୍ପର୍କୀୟ ମଧ୍ୟ ଗୁରୁତର ହୋଇଛନ୍ତି .ସ୍ଥାନୀୟ ଲୋକେ ଗୁରୁତର ଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି .
Related Posts
About The Author