ବଡ଼ଚଣା /୨୬/୧୦/ ସନ୍ଧାନ ନିୟୁଜ୍ /ଉମାକାନ୍ତ ବେହେରା )ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତ ବାବା ଅମରେଶ୍ୱର ପୀଠରେ ଆଜି ଓଡ଼ିଶା ଡ୍ରାଇଭର ସଂଘର ଛତିଆ ର ସଭ୍ୟମାନେ ପ୍ରଦିପ ପ୍ରଜଳନ କରି ପଦଯାତ୍ରା ରେ ଆସୁଥିବା ସଂଘ ର କର୍ମ କର୍ତ୍ତା ମାନଙ୍କର ଶୁଭମନାସି ଦଶ ଦଫା ଦାବି ସମ୍ବଳିତ ପ୍ରତ ପୂରଣ ପାଇଁ ଠାକୁର ଙ୍କ ପାଖରେ ପ୍ରଥନା କରିଥିଲ ଓଡ଼ିଶା ଡ୍ରାଇଭର ସଂଘ ସଭାପତି ଙ୍କ ପରାମଶ କ୍ରମେ ସମସ୍ତ ଡ୍ରାଇଭର ମାନଙ୍କ ନିଷ୍ପତି ଅନୁଯାୟୀ ଏକ ଦଶ ଦଫା ଦାବି ପ୍ରତ ସରକାର ଙ୍କୁ ଦବା ପାଇଁ ସମ୍ବଲପୁର ର ଅଧିଷ୍ଟତ୍ରି ଦେବୀ ମା ସମଲେଶ୍ୱରି ପୀଠରୁ ପଦଯାତ୍ରା ଆରମ୍ଭ କରି ନବୀନ ନିବାସ ପଯ୍ୟନ୍ତ ଚାଲୁରହିବ ବୋଲି କର୍ମ କର୍ତ୍ତା ମାନେ ପ୍ରକାଶ କରିଛନ୍ତି ସଭ୍ୟମାନେ,ସଭାପତି ବିଶ୍ବଜିତ,ସମ୍ପାଦକ ଦିଲୀପ, ନବା,ଜଗା,ବୁନା, ମଣ୍ଠୁ,ପ୍ରଦୀପ,ବାବୁ,ମନୁଆ,ଦିଲୁ,ଗୋପାଳ, ଲୁଲୁ,ମହେନ୍ଦ୍ର, ମକରା,ସୁରେଶ,ସନାତନ,ପ୍ରମୁଖ ଯୋଗଦେଇ ଥିଲେ
ଓଡ଼ିଶା ଡ୍ରାଇଭର ସଂଘ ତରଫରୁ ଦଶ ଦଫା ଦାବିପତ୍ର ସମ୍ବଳିତ ପାଇଁ ପଦଯାତ୍ରା
|
October 26, 2021 |


