ଊତ୍ତର କୋରିଆ: କିମ୍ ଜଙ୍ଗ ଉନ୍ ଗୁରୁତର

Spread the love
ନୂଆଦିଲ୍ଲୀ, ୨୨/୦୪ (ସନ୍ଧାନ ନିଉଜ) : ଉତ୍ତର କୋରିଆର ଶାସକ କିମ ଜଙ୍ଗ ଉନ ଗୁରୁତର ଅସୁସ୍ଥ। ଏହି ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ଉତ୍ତର କୋରିଆ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ। ସତ୍ୟାସତ୍ୟ ଜାଣିବା ପାଇଁ ପଡ଼ୋଶୀ ଦକ୍ଷିଣ କୋରିଆ ଏହାର ଅନୁସନ୍ଧାନ ଆରମ୍ଭ କରିଛି। ଆମେରିକା ଗଣମାଧ୍ୟମର ଖବର ଅନୁଯାୟୀ କିମ ଜଙ୍ଗ ଉନ ହାର୍ଟ ସର୍ଜରୀ କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିଲା। କିଛିଦିନ ହେବ ସେ ଗୁରୁତର ହୋଇଥିବା କାରଣରୁ ଘରୁ ବାହାରି ପାରୁନାହାନ୍ତି।

Related Posts

About The Author

Add Comment