ଆସନ୍ତା କାଲି ଭାରତ ବନ୍ଦ; ଓଡିଶାରେ ପ୍ରଭାବ କମ ପଡିବା ସମ୍ଭାବନ

Spread the love

ଭୁବନେଶ୍ୱର,୨୮/୧ (ସନ୍ଧାନ ନିୟୁଜ) ଆସନ୍ତା କାଲି ବିଏସପି ଏବଂ ସମତାକାନ୍ତି ଦଳ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ସିଏଏ ଏବଂ ଏନ ଆର.ସି କୁ ବିରୋଧରେ ଏହି ଡାକରା ଦିଆଯାଇଥିବା ବେଳେ ଓଡିଶାରେ ଏହାର ପ୍ରଭାବ କମ ରହିବ ବୋଲି ଜଣାପଡିଛି । ଏହି ଦଳ ଗୁଡିକର ପ୍ରଭାବ ଓଡିଶାରେ ରାଜ୍ୟରେ ବହୁ ନଗଣ୍ୟ ରହିଛି । ଭୁବନେଶ୍ୱର ସମେତ ଅଳ୍ପ ସ୍ଥାନରେ ଏହା କରାଯିବାର ରହିଛି । ଚଣ୍ଡିଖୋଲରେ ମଧ୍ୟ ସଳ୍ପ ସମୟ ପାଇଁ ହେବାର ସମ୍ଭାବନା ରହିଛି ।

Related Posts

About The Author

Add Comment