ଆଜିଠୁ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଟେଷ୍ଟ ସିରିଜ

Spread the love
ନୂଆଦିଲ୍ଲୀ,୨୨/୦୮ (ସନ୍ଧାନ ନିଉଜ) : ଆଜିଠୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟ । ଟି-୨୦, ଦିନିକିଆ ସିରିଜ ବିଜୟ ପରେ ଏବେ ଟେଷ୍ଟ ସିରିଜ୍‌ ବି ହାତେଇବା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ । ଆଣ୍ଟିଗାର ନର୍ଥ ସାଉଣ୍ଡ ପଡିଆରେ ମ୍ୟାଚ୍‌ ଖେଳାଯିବ । ଭାରତ ଓ ୱେଷ୍ଟଇଣ୍ଡିଜ୍‌ ପରସ୍ପର ମଧ୍ୟରେ ୯୬ଟି ଟେଷ୍ଟ ଖେଳିଛନ୍ତି । ଏଥିରେ ୱେଷ୍ଟଇଣ୍ଡିଜ୍‌ ୩୦ଟି ଜିତିଥିବା ବେଳେ ଭାରତ ଜିତିଛି ମାତ୍ର ୨୦ଟି ଟେଷ୍ଟ ।

Related Posts

About The Author

Add Comment