ଆଇପିଏଲ- ୨୦୨୦ ଖେଳିପାରନ୍ତି ଓଡ଼ିଶାର ପପୁ ରାୟ

Spread the love

ମୁମ୍ବଇ, ୧୯/୧୦ (ସନ୍ଧାନ ନିଉଜ) : ଆଇପିଏଲ୍‌-୨୦୨୦ରେ ଓଡ଼ିଶାର ବାମ ହାତୀ ସ୍ପିନର ପପୁ ରାୟଙ୍କୁ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ସେ ୨୦୧୯ଚମ୍ପିଆନ ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଖେଳିପାରନ୍ତି ବୋଲି ପପୁ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ପପୁ ଓଡ଼ିଶା ପକ୍ଷରୁ ରଣଜୀ ଖେଳୁଛନ୍ତି। ଆସନ୍ତା ୨୨ତାରିଖରେ ମୁମ୍ବଇ ଇଣ୍ଡିଆନ୍ସ ଏକ ଟ୍ରାଏଲ ମ୍ୟାଚ୍‌ ଆୟୋଜନ କରିବ। ଏଥିରେ ଖେଳିବା ପାଇଁ ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ ପପୁଙ୍କୁ ନିମନ୍ତ୍ରଣ କରାଯାଇଛି। ଯଦି ପପୁ ଏଠାରେ ଭଲ ପ୍ରଦର୍ଶନ କରିନ୍ତି, ତେବେ ତାଙ୍କୁ ମୁମ୍ବଇ ଇଣ୍ଡିଆନ୍ସ ଆଇପିଏଲରେ ନିଜ ସହ ସାମିଲ କରିବାର ସମ୍ଭାବନା ରହିଛି।

Related Posts

About The Author

Add Comment