Homeସହରକଟକଆଇଏଏସ ବିଜୟ କେତନଙ୍କୁ ଜାମିନ ଆଇଏଏସ ବିଜୟ କେତନଙ୍କୁ ଜାମିନ Sandhan News | February 3, 2020 | Spread the love ଭୁବନେଶ୍ଵର, ୩/୨/୨୦ (ସନ୍ଧାନ ନିଉଜ) : ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଜାମିନ ମିଳିଛି। ଓଡ଼ିଶା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିବା ବେଳେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି ହାଇକୋର୍ଟ କହିଛନ୍ତି। Related Posts ଖାଉଥିବ, ସୁସ୍ଥ ରହୁଥିବ January 22, 2021 | 2005lindadavis1989 | ଅଧିକ ପଢନ୍ତୁ ଟାଙ୍ଗରପାଲୀ ଥାନାରେ କାର୍ଯ୍ୟଭାର ଗ୍ରହଣ କଲେ ରବିନ୍ଦ୍ର ପାତ୍ର August 2, 2020 | Sandhan News | ଅଧିକ ପଢନ୍ତୁ ଭୋକିଲା ନାକାଳକ ଶ୍ରମଜିବୀଙ୍କ ନିକଟରେ ପହଞ୍ଚିଲା ଖାଦ୍ୟ April 17, 2020 | Manas Kumar Rout | ଅଧିକ ପଢନ୍ତୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନ ସୂଚକ ୪୬ତମ ଡକ୍ଟରେଟ ଉପାଧି ପ୍ରଦାନ May 9, 2021 | Sandhan News | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନ ସୂଚକ ୪୬ତମ ଡକ୍ଟରେଟ ଉପାଧି ପ୍ରଦାନ May 9, 2021 | Sandhan News | ଅଧିକ ପଢନ୍ତୁ