ରାଉରକେଲା ୨୦/୦୯ (ସନ୍ଧାନ ନିଉଜ) ହାତୀପଲ ଆତଙ୍କରେ ଗତ ଦୁଇ ଦିନ ହେଲା ଆତଙ୍କିତ ହୋଇ ପଡ଼ିଛନ୍ତି ଗ୍ରାମବାସୀ । ପ୍ରାୟ ୧୬ ଜଣିଆ ହାତୀ ପଲରେ ଅଛନ୍ତି ୫ଟି ଦନ୍ତା ହାତୀ Archive