ଆମେ ଆମ ଦେଶର ସୁରକ୍ଷା ପାଇଁ ଲଡେଇ କରିବୁ । ଗତ କିଛି ସପ୍ତାହର ଚେତାବନୀ ପରେ ଗୁରୁବାର ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । Archive