୯ ଲୋକସଭା ଓ ୫୪ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା। ଜାଣନ୍ତୁ କେଉଁଠୁ ଲଢିବେ କିଏ ?

Spread the love
ଭୁବନେଶ୍ବର ୧୮/୩ (ସନ୍ଧାନ ନିୟୁଜ) : ୧୯ ଲଢେଇ ପାଇଁ ବିଜେଡି ଘୋଷଣା କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ନବୀନ ନିବାସରେ ବିଜେଡିର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଛନ୍ତି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ।  ରାଜ୍ୟର ପ୍ରଥମ ପର୍ଯ୍ୟାୟ  ଓ ଦ୍ୱିତୀୟ ପର୍ଯ୍ୟାୟ ଅଥାର୍ତ ଏପ୍ରିଲ ୧୧ ଓ ୧୮ରେ  ହେବାକୁ ଥିବା  ୯ଟି ଲୋକସଭା ସହ ଏହା ଅଧିନରେ ଆସୁଥିବା ୫୪ଟି ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡି ପ୍ରଥମେ ଟିକେଟ ଘୋଷଣା କରିଛି । ଆଉ ଏହାସହ ୨୦୧୯ ମହାସମର ପାଇଁ ସେନା ପ୍ରସ୍ତୁତ କରିଛନ୍ତି ଦଳପତି । ତେବେ ଏହି ତାଲିକାରେ ଆପଣଙ୍କୁ ଅଞ୍ଚଳରୁ କିଏ ବିଜେଡି ଟିକେଟରୁ ନିର୍ବାଚନ ଯୁଦ୍ଧ ମୈଦାନକୁ ଓହ୍ଲାଇବା ତାହା ଉପରେ ନଜର ପକାନ୍ତୁ । କଳାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହଦେଓ, ନବରଙ୍କପୁରରୁ ରମେଶ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓ, ବ୍ରହ୍ମପୁରରୁ ଚନ୍ଦ୍ରଶେଖର ସାହୁ, ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ, କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି ବିଜେଡି

ଲୋକସଭା କ୍ଷେତ୍ର : କଳାହାଣ୍ଡି : ପୁଷ୍ପେନ୍ଦ୍ର ସିଂହଦେଓ (ସାଂସଦ ପ୍ରାର୍ଥୀ)

ନୂଆପଡ଼ା : ରାଜେନ୍ଦ୍ର ଢୋଲକିଆ

ଖରିଆର  : ଲମ୍ବୋଧର ନିଆଳ

ଜୁନାଗଡ଼ : ଦିବ୍ୟ ଶଙ୍କର ମିଶ୍ର

ଧର୍ମଗଡ଼ : ମହୋଷଧି ବାଗ

ଭବାନୀପାଟଣା : ଦୁଷ୍ମନ୍ତ ନାଏକ

ନର୍ଲା :ଭୂପିନ୍ଦର ସିଂ

ଲୋକସଭା କ୍ଷେତ୍ର:* ନବରଙ୍ଗପୁର : ରମେଶ ଚନ୍ଦ୍ର ମାଝୀ (ସାଂସଦ ପ୍ରାର୍ଥୀ)

ଉମରକୋଟ :  ସୁବାଶ ଗଣ୍ଡ

ନବରଙ୍ଗପୁର : ସଦାଶିବ ପ୍ରଧାନ

ଡ଼ାବୁଗାଁ : ମନୋହର ରାନ୍ଧାରୀ

କୋଟପାଡ଼ : ପଦ୍ମୀନୀ ଡିଆନ

ଚିତ୍ରକୋଣ୍ଡା :  ପୂର୍ଣ୍ଣଚନ୍ଦ୍ର ସାକା

ଲୋକସଭା କ୍ଷେତ୍ର: କୋରାପୁଟ : କୌଶଲ୍ୟା ହିକକା (ସାଂସଦ ପ୍ରାର୍ଥୀ)

ଗୁଣୁପୁର : ରଘୁନାଥ ଗମାଙ୍ଗ

ବିଷମକଟକ :ଜଗନ୍ନାଥ ସାରକା

ରାୟଗଡ଼ା :  ଲାଲ ବିହାରୀ ହିମିରିକା

ଲକ୍ଷ୍ମୀପୁର : ପ୍ରଭୁ ଜାନୀ

ଜୟପୁର : ରବି ନାରାୟଣ ନନ୍ଦ

କୋରାପୁଟ : ରଖୁରାମ ପୋଡାଲ

ଲୋକସଭା କ୍ଷେତ୍ର :

ବ୍ରହ୍ମପୁର : ଚନ୍ଦ୍ରଶେଖର ସାହୁ (ସାଂସଦ ପ୍ରାର୍ଥୀ)

ଛତ୍ରପୁର : ସୁବାସ ଚନ୍ଦ୍ର ବେହେରା

ଗୋପାଳପୁର : ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର : ବିକ୍ରମ ପଣ୍ଡା

ଦିଗପହଣ୍ଡି : ସୂଯ୍ୟ ନାରାୟଣ ପାତ୍ର

ଚିକିଟି : ଉଷା ଦେବୀ

ମୋହନା : ପୂର୍ଣ୍ଣବାସୀ ନାୟକ

ପାରଳାଖେମୁଣ୍ଡି : କଲ୍ୟାଣୀ ଗଜପତି

ବଲାଙ୍ଗୀର : କଳିକେଶ ନାରାୟଣ ସିଂହଦେଓ (ସାଂସଦ ପ୍ରାର୍ଥୀ)

ଟିଟଲାଗଡ : ଟୁକୁନି ସାହୁ

ପାଟଣାଗଡ : ସରୋଜ ମେହେର

ସୋନୁପର : ନିରଞ୍ଜନ ପୂଜାରୀ

କଣ୍ଟାବାଞ୍ଝୀ : ଅଜୟ ଦାଶ

ବୀରମହାରାଜପୁର : ପଦ୍ମନାଭ ବେହେରା

ଆସ୍କା :

ପ୍ରମିଳା ବିଷୋୟୀ (ସାଂସଦ ପ୍ରାର୍ଥୀ)

ହିଞ୍ଜଳିକାଟୁ : ନବୀନ ପଟ୍ଟନାୟକ

ଆସ୍କା : ମଞ୍ଜୁଳା ସ୍ୱାଇଁ

ସୋରଡା : ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ

ସାନଖେମୁଣ୍ଡି : ନନ୍ଦିନୀ ଦେବୀ

ପୋଲସରା : ଶ୍ରୀକାନ୍ତ ସାହୁ

କବିସୂଯ୍ୟନଗର  : ଲତିକା ପ୍ରଧାନ

ଖଲ୍ଲିକୋଟ : କେକେ ସୂଯ୍ୟମଣି ବୈଦ୍ୟ

କନ୍ଧମାଳ :

ଅଚ୍ୟୁତ ସାମନ୍ତ (ସାଂସଦ ପ୍ରାର୍ଥୀ)

ବାଲିଗୁଡା : ଚକ୍ରଧର କହଁର

ଜି. ଉଦୟଗିରି : ସାଲୁଜା ପ୍ରଧାନ

ବୌଦ୍ଧ : ପ୍ରଦୀପ କୁମାର ଅମାତ

କଣ୍ଟାମାଳ : ମହୀଧର ରାଣା

ଭଞ୍ଜନଗର : ବିକ୍ରମ କେଶରୀ ଆରୁଖ

ଦଶପଲ୍ଲା : ରମେଶ ବେହେରା

ବରଗଡ :

ପ୍ରସନ୍ନ ଆଚାର୍ଯ୍ୟ (ସାଂସଦ ପ୍ରାର୍ଥୀ)

ବରଗଡ : ଦେବେଶ ଆଚାର୍ଯ୍ୟ

ଅତାବିରା : ସ୍ନେହାଙ୍ଗିନୀ ଛୁରିଆ

ଭଟଲୀ : ସୁଶାନ୍ତ ସିଂ

ପଦ୍ମପୁର  : ବିଜୟ ରଞ୍ଜନ ସିଂହ ବରିହା

ବିଜେପୁର : ନବୀନ ପଟ୍ଟନାୟକ

ଝାରସୁଗୁଡା : ନବ କିଶୋର ଦାସ

ସୁନ୍ଦରଗଡ :

ସୁନୀତା ବିଶ୍ୱାଳ (ସାଂସଦ ପ୍ରାର୍ଥୀ)

ସୁନ୍ଦରଗଡ : ଯୋଗଶ ସିଂ

ରାଜଗାଙ୍ଗପୁର : ମଙ୍ଗଳା କିଷାନ

ତଳସରା : ଷ୍ଟିଫେନ ସୋରେନ

ରାଉରକେଲା : ସାରଦା ପ୍ରସାଦ ନାୟକ

ରଘୁନାଥପଲ୍ଲୀ : ସୁବ୍ରତ ତରାଇ

ବଣାଇ : ରଣଜିତ୍ କିଷାନ

Related Posts

About The Author

Add Comment