ନେମାଳ, : ୪/୯/୨୬ (ସନ୍ଧାନ ନ୍ୟୁଜ) କଟକ ଜିଲ୍ଲା ନିଶ୍ଚିତନ୍ତକୋଇଲି ଖଣ୍ଡ ତରଫରୁ ମହାପୁରୁଷ ଅଚୁତ୍ୟାନନ୍ଦ ମହାବିଦ୍ୟାଳୟର ୨୦୦୮ ରୁ ୨୦୨୮ ମସିହା ମଧ୍ୟରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀ ଆଜି ପୋଷ୍ଟାଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ପତ୍ର ଦ୍ୱାରା ନିଜର ଅନୁଦାନ ଦାବି ଜଣାଇଛନ୍ତି। ଦୀର୍ଘ ୧୮ ବର୍ଷ ଧରି ବିନା ବେତନରେ ସେମାନେ କାର୍ଯ୍ୟ କରିଆସୁଛନ୍ତି। ଆଗାମୀ ଦିନରେ ସଂଘର ଦାବି ପୂରଣ ନହେଲେ ଆସନ୍ତା ୨୨ ତାରିଖ ବିଧାନସଭା ମୌସମ ଅଧିବେଶନ ରେ ଶ୍ରୀ ଜଗନ୍ନାଥ ଧାମ ପୁରୀ ରୁ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କୁ ପଦଯାତ୍ରା କରା ଯିବ ବୋଲି ଅବଗତ କରାଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଅନୁଦାନ ପାଇଁ ଦାବି ଜଣାଇଲେ ଅଧ୍ୟାପକ ଓ କର୍ମଚାରୀ-
|
September 4, 2026 |



