ଯାଜପୁର ସଦର, : ବଡ଼ଚଣା ନିର୍ବାଚନ ମଣ୍ଡଳୀର ବିଧାୟକ ଅମର କୁମାର ନାୟକ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଏହାକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ବଡ଼ଚଣା ବ୍ଲକ ସମିୟା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ବଡ଼ଚଣା ବିଧାୟକ ଅମର ନାୟକ ଯୋଗଦେଇ ବସଷ୍ଟାଣ୍ଡ,ମମତା ଗୃହ ବିରାଟ ବାଇକ ଶୋଭାଯାତ୍ରାରେ ବିଧାୟକଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିବା ବେଳେ ସରପଞ୍ଚ ବିଶ୍ଵ ବିଜୟୀ ବ୍ରହ୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିବା ମହାବିନାୟକପ୍ରଭାରିଅଭୟ ନାୟକ ଯୋଗଦେଇ ବିଧାୟକ ଶ୍ରୀନାୟକ ୫୦ ଉର୍ଦ୍ଧ୍ଵ ଭୂମି ହୀନ ମାନଙ୍କୁ ଜମି ପଟ୍ଟା ବଣ୍ଟନ କରି ଦଳ ପରିତ୍ୟାଗ କରିଥିବା ବିଜେପିରେ ଯୋଗ ଦାନ କରି ଶତାଧିକ କର୍ମୀ ମାନଙ୍କୁ ଦଳକୁ ସ୍ଵାଗତ କରିଥିଲେ । ବ୍ଲକ ଅଧ୍ୟକ୍ଷ ମିନତୀ ସେନାପତି ###ନନ୍ଦ ଉନ୍ନୟନ ପରିଷଦର ସାନିଯାରିକ ଗଣେଶ୍ଵର ବରାଳ, ଅରବିନ୍ଦ ସାମଲ,ଜତିନ୍ଦ୍ର ନାୟକ, ରେବତି ଭୋଇଙ୍କ ସମେତ ଏହି ସଭାରେ ବିଜେପିର ଶତାଧିକ କର୍ମୀ ଏହି ସଭାରେ ପ୍ରକଳ୍ପ ଶିଳାନ୍ୟାସ ଉତ୍ସବରେ ଯୋଗଦାନ କରିଥିଲେ ।
ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କଲେ ବିଧାୟକ
|
June 12, 2026 |



