ସବଡେଗା ଅବକାରୀ ବିଭାଗ ତରଫରୁ ଚଢ଼ାଉ, ୫୬ଲିଟର ଦେଶୀ ମହୁଲି ମଦ ଜବତ, ଅଭିଯୁକ୍ତ ଙ୍କୁ କୋଟ ଚଲାଣ l

Spread the love

ସୁନ୍ଦରଗଡ଼ ତା:୦୯-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ/ବ୍ୟୁରୋ ) ଗତକାଲି ସବଡେଗା ଅବକାରୀ ବିଭାଗ ଙ୍କୁ ବଡ ସଫଳତା ମିଳିଥିବା ସୂଚନା ମିଳିଛି l ସୂଚନା ଅନୁସାରେ ଗତ କାଲି ସବଡେଗା ଅବକାରୀ ବିଭାଗ ତରଫରୁ କଇଁସରା ଗ୍ରାମ ଙ୍କୁ ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ବେଳେ କଇଁସରା ଗ୍ରାମର ସୁମନ୍ତ ମହାନନ୍ଦିଆ (୩୮)ଦେଶୀ ମହୁଲି ମଦ ରଖିଥିବା ସୂଚନା ପାଇ ଅବକାରୀ ବିଭାଗ ଚଢାଉ କରି ତାଙ୍କ ପାଖରୁ ୫୬ ଲିଟର ଦେଶୀ ମଦ ଜବତ କରିଛନ୍ତି । ତା ସହ ଅଭିଯୁକ୍ତଙ୍କୁ ଗିରଫ କରି ପି. ଆର କେଶ ନମ୍ବର ୫୭/୨୦୨୬-୨୭କେଶ ଦଫା ରୁଜୁ କରି କୋର୍ଟ ଚଲାଣ କରିଛନ୍ତି l

Related Posts

About The Author

Add Comment