ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ରେ ଯାଇ ଗୋପାଳପୁର ସମୁଦ୍ର ବେଳାଭୂମି ରେ ପହଞ୍ଚିଲା। ପରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ବିଭିନ୍ନ ବିଭାଗ ଇ କାର୍ଯ୍ୟକର୍ତ୍ତା ସମସ୍ତେ ଉପ ମୂଖ୍ୟ ମନ୍ତ୍ରୀ ଶ୍ରୀମତୀପରିଡ଼ା ଙ୍କୁ ସ୍ବାଗତ କରି ଥିଲେ। ସମୁଦ୍ର ବେଳାଭୂମି କୁ ସମସ୍ତେ ସଫରଖିବ ଉଚିତ୍ ବୋଲି ଜିଲ୍ଲାପାଳ ଙ୍କୁ ଡାକି ଉପ ମୁଖ୍ୟମନ୍ତ୍ରୀ କହିଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୂଜ ସନ୍ଧାନ
ପର୍ଯ୍ୟଟନ ସ୍ଥଳ କୁ ସଫା ସୁତୁରା ରଖିବା। ଆମ କର୍ତ୍ୟବ। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା
|
April 26, 2026 |



