ଏପ୍ରିଲ ୨୪ ରେ ସମସ୍ତ ମହିଳା ମାନେ ଭଦ୍ରକ ଚାଲ। ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ

Spread the love

ଭଦ୍ରକ    ୨୩/୪/୨୬ (ସନ୍ଧାନ ନ୍ୟୁଜ ) ଭଦ୍ରକ  ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ସଂସଦ ରେ ୩୩ଶତକଡ଼ା ମହିଳା ମାନଙ୍କ ସ୍ଥାନ ସଂରକ୍ଷିତ ରଖିବାକୁ ଭାରତ ର ଲୋକପ୍ରିୟ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଯେଉଁ ନିଷ୍ପତି ଗ୍ରହଣ କରିଥିଲେ ତାକୁ ପାରିତ କରିବା ପୂର୍ବ ରୁ ବିରୋଧୀ ଦଳ ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ, ଓ ବିଲ କୁ ପାରିତ ନ କରାଇଦେବା ବିରୋଧ ରେ ଏକ ବିରାଟ ମହିଳା ସମାବେଶ ଭଦ୍ରକ ଗାନ୍ଧୀ ପଡିଆ ରୁ ବାହାରି ବ୍ଲକ ଛକ ପର୍ଯ୍ୟନ୍ତ ଯିବ। ଏହି କାର୍ଯ୍ୟକ୍ରମ ର ନାମ ମହିଳା ଆକ୍ରୋଶ ଦିବସ ରଖାଯାଇଛି। ଏହି ବୈଠକ ରେ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା, ଓ ବହୁ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ।୨୪ ତାରିଖ ସମାବେଶ ରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ୍ ସୂର୍ଯ୍ୟବଂଶୀ ଯୋଗ ଦେବାକୁ ପ୍ରତିଶ୍ରୁତି ଦେଇ ଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁଜ ସନ୍ଧାନ।

Related Posts

About The Author

Add Comment