ନାବାଳିକାକୁ ଅସଦ।ଚରଣ ଅଭିଯୁକ୍ତକୁ ୩ ବର୍ଷ କାରାଦଣ୍ଡ

Spread the love

ଯାଜପୁର ସଦର, ୧୪/୩/୨୬ (ସନ୍ଧାନ ନ୍ୟୁଜ ) :ଯାଜପୁର ଜିଲ୍ଲାରେ ଜଣେ ନାବାଳିକାକୁ ଅସଦାଚରଣ କରିଥିବା ମାମଲାକୁ ବିଚାର କରି ଅତିରିକ୍ତ ଜିଲ୍ଲା ମାଜିଷ୍ଟେଟ୍ ଶରତ କୁମାର ବେହେରା ଅଭିଯୁକ୍ତକୁ ୩ ବର୍ଷ କାର। ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ବଡଚଣା ଥାନା ଅଞ୍ଚଳରେ ଅଖନ ଗୁଇଁ(୪୦) ଜଣେ ନାବାଳିକାକୁ ଅସଦାଚରଣ କରିଥିବା ବେଳେ ଗାଁ ଲୋକ ହାତରେ ଧରାପଡିଥିଲା । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ବଡଚଣା ଥାନାର ଅଭିଯୋଗ କରାଯିବା ପରେ ୩୦୩/୧୬ରେ ଏକ ମ।ମଲାରୁଜୁହୋଇଥିବା ବେଳେ ପୋଲିସ୍ ଗୁଇଁକୁ ଗିରଫ କରି କେଟ ଚାଲାଣ କରିଥିଲା । ଗତ ୧୦ ତାରିଖରେ ମାମଲାକୁ ଜିଲ୍ଲା ଦୌରାଜଜ୍ ୮ ଜଣ ସାଖିଙ୍କ ବୟାନକୁ ଭିତ୍ତିକରି ପୋଲିସ ଏତଲାକୁ ଆଧାର କରି ଅଭିଯୁକ୍ତ ଆଖନକୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ ହଜାର ଟଙ୍କା ଜେ।ରିମାନା, ଜୋରିମାନା ନ ଦେଲେ ଆଉ ୩ ମାସ ଅଧିକ ।ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅଲିଭ ନାୟକ ପରିଚାଳନା କରିଥିଲେ ।

Related Posts

About The Author

Add Comment