ଆଜିର ରାଶିଫଳ – ୧୫.୦୧.୨୦୨୬ ଗୁରୁବାର

|
| ♈ ମେଷ ରାଶି |
| ଆଜିର ଦିନ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ। ବ୍ୟବସାୟୀମାନଙ୍କୁ ମନମୁତାବକ ଲାଭ ମିଳିବ। ଆପଣଙ୍କ ପରିଶ୍ରମର ସମ୍ପୂର୍ଣ୍ଣ ଫଳ ପାଇବେ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ବିବାହିତ ଜୀବନ ସୁଖମୟ ରହିବ। |
| ♉ ବୃଷ ରାଶି |
| ଆଜିର ଦିନଟି ମିଶ୍ରିତ ଫଳ ଦେବ। ଦିନର ଆରମ୍ଭରେ ଚାକିରିଆମାନଙ୍କ ଉପରେ କାମର ଚାପ ରହିପାରେ। ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ପାରିବାରିକ ଜୀବନ ସୁଖଦ ରହିବ। |
| ♊ ମିଥୁନ ରାଶି |
| ଆଜି ଶୁଭ ସମାଚାର ମିଳିପାରେ। ଆୟର ଉତ୍ସ ବୃଦ୍ଧି ପାଇବ। ଚାକିରିଆ ବ୍ୟକ୍ତିଙ୍କ ପାଇଁ କ୍ୟାରିୟରରେ ନୂତନ ସୁଯୋଗ ଆସିବାର ସମ୍ଭାବନା ରହିଛି। |
| ♋ କର୍କଟ ରାଶି |
| ସନ୍ତାନ ସମ୍ବନ୍ଧୀୟ କିଛି କଥାକୁ ନେଇ ଚିନ୍ତା ହୋଇପାରେ। ଦିନର ମଧ୍ୟଭାଗରେ ବିଶେଷ କାର୍ଯ୍ୟରେ ସଫଳତା ମିଳିବ। ଆରମ୍ଭରେ କିଛି ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। |
| ♌ ସିଂହ ରାଶି |
| ପରିବାର ମଧ୍ୟରେ ମତଭେଦ ହୋଇପାରେ। ସୁଖ-ସୁବିଧା ସାମଗ୍ରୀ କିଣିବାରେ ଅଧିକ ଖର୍ଚ୍ଚ ହେବ। ନକାରାତ୍ମକ ଚିନ୍ତାରୁ ଦୂରେ ରହନ୍ତୁ। |
| ♍ କନ୍ୟା ରାଶି |
| ଚାକିରିଆମାନେ ଗୁପ୍ତ ଶତ୍ରୁଙ୍କୁ ନେଇ ସତର୍କ ରହନ୍ତୁ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ। ଅଯଥା ଚିନ୍ତା କରନ୍ତୁ ନାହିଁ। |
| ♎ ତୁଳା ରାଶି |
| ଆଜି ବଡ଼ ଖର୍ଚ୍ଚ ହୋଇପାରେ। ଦିନର ପ୍ରଥମାର୍ଧରେ କାର୍ଯ୍ୟରେ ବାଧା ଆସିପାରେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଲଗାନ୍ତୁ। |
| ♏ ବିଛା ରାଶି |
| ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଦିନଟି ମିଶ୍ରିତ ଫଳ ଦେବ। ଦିନ ଶେଷରେ ଭଲ ଲାଭ ମିଳିପାରେ। |
| ♐ ଧନୁ ରାଶି |
| ଦିନଟି ଉତ୍ତାର-ଚଢ଼ାଉ ଭରି ରହିବ। ଚାକିରିଆଙ୍କୁ ନୂଆ ସୁଯୋଗ କିମ୍ବା ପଦୋନ୍ନତି ମିଳିପାରେ। ଗୁପ୍ତ ଶତ୍ରୁଙ୍କୁ ନେଇ ସାବଧାନ ରହନ୍ତୁ। |
| ♑ ମକର ରାଶି |
| ବଡ଼ ଖର୍ଚ୍ଚ ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିପାରେ। ସମୟ ଓ ଅର୍ଥ ଦୁହେଁକୁ ବିଚାର କରି ଖର୍ଚ୍ଚ କରନ୍ତୁ। ମାନସିକ ଅଶାନ୍ତି ହୋଇପାରେ। |
| ♒ କୁମ୍ଭ ରାଶି |
| ଆଜି ଭାଗ୍ୟ ସହଯୋଗ କରିବ। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ଅପରାହ୍ନରେ ଜଣେ ବିଶେଷ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବାର ଯୋଗ ଅଛି। |
| ♓ ମୀନ ରାଶି |
| କାମ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ଦିନର ଆରମ୍ଭରେ କିଛି ସମସ୍ୟା ଆସିବ, କିନ୍ତୁ ଧୈର୍ଯ୍ୟର ସହ ସମାଧାନ କରିବେ। ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। |
Related Posts
About The Author