୨୦ ତମ ସୂର୍ଯ୍ୟାସ୍ତ ଖବର କାଗଜର ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ ଅନୁଷ୍ଠିତ

Spread the love

ଯାଜପୁର ସଦର, (ସନ୍ଧାନ ନ୍ୟୁଜ) ୦୨/୦୧/୨୬ : ଯାଜପୁର ଜିଲ୍ଲାରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବର କାଗଜ ସୂ୍‌ର୍ଯ୍ୟାସ୍ତର ୨୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ କରାଯଅଇଚି । ଏହି ଅବସରରେ ଧର୍ମଶାଳା ମହାବିଦ୍ୟାଳୟ ପରିଶରରେ ଏହି ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଟିତ ହୋଇଥିବା ବେଳେ, କବି ଗୌତ୍ତମ ଜେନାଙ୍କ ସଭାପତିତ୍ୱରେ ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଚି । ଏହି ବାର୍ଷିକ ଉତ୍ସବରେ ମୁଖୟ ଅତିଥି ଭାବେ ଯୋଗଦେଇ ରେଭେନ୍ସା କଲେଜର ଅଧ୍ୟାପକ ଡ. ଦେବିଲାଲ ମିଶ୍ର ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ବିଷ୍ଣୁ ସାମନ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର ମାହାଲା ଯୋଗଦେଇଥିଲେ । ସମ୍ମନୀୟ ଅତିଥି ରାଜ୍ୟଓୟୁଜେର ସଭାପତି କୈଳାସ ନାୟକ ଯୋଗଦା କରିଥିବା ବେଳେ, ଶ୍ରୀ ନାୟକ ସାମ୍ବାଦିକ ମାନଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ଅବ୍ୟର୍ଥନା କମିଟିର ଅଧ୍ୟକ୍ଷ ମିନତୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଶାନ୍ତ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସାମ୍ବାଦ ପରିବେଶଣ ସ୍ୱତନ୍ତ୍ରତା ପାଇଁ ନିବେଦିତା ସାମଲଙ୍କୁ ସୂର୍ଯ୍ୟାସ୍ତ ସମ୍ମାନ ପ୍ରଦାନ କରାଯାଇଥିଲା । କବି ଯୁବ ପ୍ରସାସକ ଅଧିକାରୀ ଶ୍ରୀ କୃଷ୍ଣ ଦାସଙ୍କୁ ବିର କିଶୋର ପାଢ଼ୀ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ, ଭୂମିକାଚକ୍ଷୁ ହସ୍ପିଟାଲର ନିର୍ଦ୍ଦେଷକ ଭିଷ୍ମ ରଥଙ୍କୁ ସୂର୍ଯ୍ୟାସ୍ତ ସମ୍ମାନ ପ୍ରଦାନ କରାଯାଇଥିଲା । ସାମ୍ବାଦିକତା କ୍ଷେତ୍ରରେ ଉଚ୍ଚ କୋଟିର ସମ୍ବାଦ ପରିବେଶଣ କରୁଥିବାରୁ ବିଭିନ୍ନ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା । ସୂର୍ଯ୍ୟାସ୍ତ ଖବର କାଗଜର ବାର୍ତ୍ତା ସଂମ୍ପାଦକ ଡ. ସସ୍ମିତା ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ, ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନର କାର୍ଯ୍ୟକ୍ରମକୁ କବିତା ପାଠ ଉତ୍ସବ ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ସାହିତିକ କାହ୍ନୁ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଟିତ କରାଯାଇଥିବା ବେଲେ, ଏହି ବାର୍ଷିକ ଉତ୍ସବରେ ଡ. ବିଜୟ ଶତପଥି ଯୋଗଦେଇଥିବା ବେଳେ, ପୂର୍ବତନ ଅଧ୍ୟକ୍ଷ କୁଶଧର ପଣ୍ଡା ଯୋଗଦାନ କରିଥିଲେ । ଶଶିଭୂଷଣଙ୍କ ଦ୍ୱାର ସରୋଜିନି ପତି କହିତା ସଂଯୋଜନା କରିଥିଲେ । ଡ. ରମେଶ ଚନ୍ଦ୍ର ସାହୁଙ୍କ ମରଣତ୍ୱର ସମ୍ମାନ ପ୍ରଦାନ କରାଯାଇଥିଲା । ସୂର୍ଯ୍ୟାସ୍ତ ଖବର କାଗଜର ସଂମ୍ପାଦକ ।

Related Posts

About The Author

Add Comment