Homeଓଡିଶାପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ- ୨୦୧୯ ରେଜଲ୍ଟ, ଟପ୍-୧୦ରେ ୩ ମହିଳା ପ୍ରକାଶ ପାଇଲା ଓଡ଼ିଶା ସିଭିଲ ସର୍ଭିସ- ୨୦୧୯ ରେଜଲ୍ଟ, ଟପ୍-୧୦ରେ ୩ ମହିଳା Sandhan News | October 8, 2021 | Spread the love ଭୁବନେଶ୍ୱର, : ପ୍ରକାଶ ପାଇଲା ବର୍ଷ ୨୦୧୯ର ଓଏଏସ୍ ପରୀକ୍ଷାଫଳ । ବିଭିନ୍ନ ବର୍ଗରୁ ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଟପ୍-୧୦ରେ ୩ଜଣ ମହିଳା ରହିଛନ୍ତି । ଓଏଏସ୍-୨୦୧୯ରେ ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅଙ୍କୁର ଅଭିଳାଷ ରହିଥିବା ବେଳେ ତୃତୀୟ ସ୍ଥାନରେ ରଶ୍ମୀରେଖା ପାତ୍ର ରହିଛନ୍ତି । Related Posts ୩ ଦିନିଆ ଗସ୍ତରେ ଓଡିଶା ଆସିବେ ରାହୁଲ ଓ ଖଡଗେ, କରିବେ ମାରାଥନ ପ୍ରଚାର May 20, 2024 | Hemanta Bhainsa | ଅଧିକ ପଢନ୍ତୁ ଚାଇଲଡ ଲାଇନ ଦ୍ଵାରା ନବଜାତ ଶିଶୁପୁତ୍ର ଉଦ୍ଧାର February 1, 2021 | Sandhan News | ଅଧିକ ପଢନ୍ତୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବୋଦାପୁଟ ଏଡିଇଓ December 10, 2025 | Manas Kumar Rout | ଅଧିକ ପଢନ୍ତୁ Success Records From The Past February 1, 2021 | 2005lindadavis1989 | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.
୩ ଦିନିଆ ଗସ୍ତରେ ଓଡିଶା ଆସିବେ ରାହୁଲ ଓ ଖଡଗେ, କରିବେ ମାରାଥନ ପ୍ରଚାର May 20, 2024 | Hemanta Bhainsa | ଅଧିକ ପଢନ୍ତୁ
୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବୋଦାପୁଟ ଏଡିଇଓ December 10, 2025 | Manas Kumar Rout | ଅଧିକ ପଢନ୍ତୁ