୧୦, ୦୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ କଲେ ସିଫାନ୍ ହାସନ – ୨୯ ମିନିଟ ଏବଂ ୬.୮୨ ସେକେଣ୍ଡରେ ଭାଙ୍ଗିଲେ ବିଶ୍ୱ ରେକର୍ଡ଼

Spread the love

ନୂଆ ଦିଲ୍ଲୀ ୬-୬ (ସନ୍ଧାନ ନିୟୁଜ୍) ଡଚ୍ ଦୀର୍ଘ ଦୂରତା ଦୌଡ଼ରାଣୀ (ଲଙ୍ଗ ଡିଷ୍ଟାନ୍ସ ରନର୍) ସିଫାନ୍ ହାସନ ରବିବାର ଦିନ ମହିଳାଙ୍କ ୧୦, ୦୦୦ ମିଟର ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ସେ କେବଳ ୨୯ ମିନିଟ ଏବଂ ୬.୮୨ ସେକେଣ୍ଡରେ ଏହା ହାସଲ କରିଛନ୍ତି।

ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ଇଥିଓପିଆର ଆଲମାଜ୍ ଆୟାନାଙ୍କ ପୂର୍ବ ରେକର୍ଡ ୨୯: ୧୭.୪୫ ଥିଲା।

ଇଥିଓପିଆର ଜନ୍ମିତ ଡଚ୍ ମହିଳା ସିଫାନ୍ ହାସନ, ନେଦରଲ୍ୟାଣ୍ଡର ହେଙ୍ଗେଲୋରେ ଏହି ୧୦, ୦୦୦ ମିଟର ଲମ୍ବା ଦୌଡ଼ରେ ୧୦.୬୩ ସେକେଣ୍ଡ ପୂର୍ବରୁ ପାଞ୍ଚ ବର୍ଷ ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି।

Related Posts

About The Author

Add Comment