ସୁନ୍ଦରଗଡ, ୫/୬/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ) : ତଲସରା ଥାନା ଅନ୍ତର୍ଗତ ସବଡେଗା ବ୍ଲକ ର ଡ଼ମକୁଡା ଗ୍ରାମରେ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା । ମୋଟ ୪୮ ଜଣଙ୍କ ମଧ୍ୟରୁ ୬ଜଣ ପୋଜିଟିଭ ଚିହ୍ନଟ ହେବା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି । ସମସ୍ତ ସଂକ୍ରମିତ ମାନଙ୍କୁ ଔଷଧ ପ୍ରଦାନ କରି ସଂଘରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଗତ କିଛି ଦିନରୁ ସ୍ୱସ୍ଥ୍ୟ ବିଭାଗ ତରଫରୁ ପ୍ରତେକ ଗ୍ରାମକୁ ଯାଇ ଟେଷ୍ଟ କରୁବାର ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି ।
ସବଡେଗା ବ୍ଲକର ଡ଼ମକୁଡ଼ା ଗ୍ରାମରେ ୬ଜଣ ପୋଜିଟିଭ ଚିହ୍ନଟ
|
June 6, 2021 |


