ଜିଲା ପ୍ରଶାସନକୁ ୫ଟି ଅକ୍ସିଜେନ୍କନ୍ସେନ୍ଟ୍ରେଟର ପ୍ରଦାନ

Spread the love

ଯାଜପୁର, ୧୮/୫/୨୦୨୧ (ସନ୍ଧାନ ନିଉଜ) : କରୋନାମହାମାରୀ ଏକ ଅଦୃଶ୍ୟଶତ୍ରୁ । ଏହା ନିଜରରୂପ ଓ ଚରିତ୍ର ପ୍ରତ୍ୟେକମୁହୁର୍ତ୍ତରେବଦଳାଇଚାଲିଛି । ବର୍ତ୍ତମାନ ସ୍ଥିତି ଅନୁସାରେସଂକ୍ରମଣବୃଦ୍ଧିସହ ଅକ୍ସିଜେନ୍ମାତ୍ରାଶରୀରରୁ ଦ୍ରୁତହ୍ରାସକରାଉଛି । ଅକ୍ସିଜେନ୍କମିଯିବାରୁସଂକ୍ରମିତଗୁରୁତରହୋଇ ପଡ଼ୁଛନ୍ତି । ତେଣୁ ଅକ୍ସିଜେନ୍ ଅଧିକରୁ ଅଧିକ ଆବଶ୍ୟକ ପଡ଼ୁଛି । ଏହାକୁ ଅନୁଭବକରି ଯାଜପୁରଜିଲାସ୍କୁଲର ପୁରାତନ ଛାତ୍ରଶିବାଶିଷ ଦାସ ଯିଏକିକାନାଡ଼ାରଟରୋଣ୍ଟୋରେମେକାନିକାଲଇଞ୍ଜିନିୟରଭାବେକାର୍ଯ୍ୟରତ, ସେ ଯାଜପୁରଜିଲା ପ୍ରଶାସନକୁ ୫ଗୋଟି ଅକ୍ସିଜେନ୍କନ୍ସେନ୍ଟ୍ରେଟରପ୍ରଦାନ କରିଛନ୍ତି । ଭାରତରେ ଅକ୍ସିଜେନ ଜନିତସମସ୍ୟାଯୋଗୁଁକୋରୋନାରୋଗୀଙ୍କମୃତୁ୍ୟଖବରରେବ୍ୟଥିତହୋଇମହାନତା ଦେଖାଇଲେ ପ୍ରବାସୀଓଡିଆ । ନିଜ ଦରମା ଅର୍ଥରେ ଅକ୍ସିଜେନ କନସେନଟ୍ରେଟର ଦାନ କଲେ ଆମେକହୁଛୁସୁଦୁରକାନାଡାରଟରୋଂଟୋରେରହୁଥିବାଓଡିଆ ଯୁବକଶିବାଶିଷ ଦାସ ।ଶିବାଶିଷ ପ୍ରାୟ ୪ ଲକ୍ଷଟଙ୍କାବ୍ୟୟରେ ଯାଜପୁରଜିଲାପ୍ରଶାସନକୁ ୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛନ୍ତି ।ଶିବାଶିଷଙ୍କଏଭଳିମହାନତା ପାଇଁ ଅନେକରୋଗୀଙ୍କଜୀବନ ବଂଚିବ ଓ ଏଥିପାଇଁ ପ୍ରଶାସନ ପକ୍ଷରୁଶିବାଶିଷଙ୍କୁ ଧନ୍ୟବାଦ ଦିଆଯାଇଛି ।ବିଦେଶରେରହିବିଭୁଲି ପାରିନାହାଁନ୍ତିମାଟିରମଣିଷକୁ । ନିଜଜନ୍ମମାଟିରେକୋରୋନାର କରାଳ କାୟାକୁଟିଭି ପରଦାରେ ଦେଖିବ୍ୟସ୍ତବିବ୍ରତହୋଇଛନ୍ତିଏହି ପ୍ରବାସୀଓଡିଆ ।କେବଳବିବ୍ରତହୋଇନାହାଁନ୍ତିସାହାଯ୍ୟରହାତବଢ଼ାଇଛନ୍ତି । ଆଉଏହି ପ୍ରବାସୀଓଡିଆ ଜଣକ ହେଉଛନ୍ତି ଯାଜପୁରଜିଲାଏରଡଙ୍ଗ ନଟରାଗାଁରଶିବାଶିଷ ଦାସ ।ଯେଉଁ ଅକ୍ସିଜେନ ପାଇବା ପାଇଁ ପ୍ରତିଦିନ ଲୋକେସଂଘର୍ଷକରୁଛନ୍ତିସେହି ଅକ୍ସିଜେନ କନସେନଟ୍ରେଟରକୋରୋନାରୋଗୀଙ୍କ ପାଇଁସେ ଦାନ କରିଛନ୍ତି ।କାନାଡାରଟରୋଂଟୋରେରହୁଥିବାଶିବାଶିଷସ୍ଥାନୀୟସରକାରଙ୍କ ଅଧିନରେଜଣେମେକାନିକାଲଇଂଜିନିୟରଭାବେକାର୍ଯ୍ୟକରୁଛନ୍ତି । ଗତ କିଛି ଦିନ ହେଲାଭାରତରେ ଅକ୍ସିଜେନ ଅଭାବରୁକୋରୋନାରୋଗୀଙ୍କମୃତୁ୍ୟଖବରଟେଲିଭିଜନରେ ଦେଖିବା ପରେସହାୟତାକରିବାକୁମନସ୍ଥକରିଥିଲେ । ଯାଜପୁରରଜିଲାସ୍କୁଲ ଓ ଏନସିକଲେଜରେଶିକ୍ଷାଗ୍ରହଣକରିଥିବାଶିବାଶିଷ ପ୍ରାଥମିକ ପର୍ଯ୍ୟାୟରେ ୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଥିବାବେଳେ ଆଗକୁ ଆଉ ୩ଟି ଦାନ କରିବେ ।ସ୍ୱାସ୍ଥ୍ୟସେବା ପାଇଁ ଆବଶ୍ୟକହେଉଥିବାଏଭଳିମେସିନ ମିିଳିବା ପରେଶିବାଶିଷଙ୍କୁଜିଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି ।ଶିବାଶିଷଙ୍କଭଳି ଅନ୍ୟ ମାନେ ଏପରିସହଯୋଗକରିବାକୁ ମଧ୍ୟ ନିବେଦନ କରାଯାଇଛି । ପ୍ରଥମେ ଦେଇଥିବାଏହିମେସିନ ଯାଜପୁରମୁଖ୍ୟଡାକ୍ତରଖାନାରେ ପ୍ରଥମେବ୍ୟବହୃତହୋଇଛି ।ବିଦେଶରେରହି ନିଜମାଟି ଓ ମଣିଷକୁମନେ ରଖିକର୍ତବ୍ୟସଂପାଦନ କରିଥିବାଶିବାଶିଷଙ୍କୁ ଅନେକ ମଧ୍ୟ ଶୁଭେଚ୍ଛାଜଣାଇଛନ୍ତି । ବୁଧବାର ପୁର୍ବାହ୍ନରେଇଂଶିବାଶିଷଙ୍କ ପିତା ଦୀଲିପ କୁମାର ଦାସ ଓ ଭାଇ ଦେବାଶିଷ ଦାସଜିଲାପାଳଙ୍କକାର୍ଯ୍ୟାଳୟରେ ପହଂଚିଏହିକନ୍ସେନ୍ଟ୍ରେଟରକୁ ଅତିରିକ୍ତଜିଲାପାଳ ଅକ୍ଷୟକୁମାରମଲିକ, ମିହିର ପ୍ରସାଦ ମହାନ୍ତି, ଓ ସିଡ଼ିଏମ୍ଓଡ଼ାସୁଧାଂଶୁଶେଖରବଳଙ୍କୁ ପ୍ରଦାନ କରିଛନ୍ତି । ଏହିସହାୟତା ପାଇଁ ଅତିରିକ୍ତଜିଲାପାଳଶ୍ରୀ ଦାସଙ୍କୁକୃତଜ୍ଞତା ଓ ଧନ୍ୟବାଦ ଜଣାଇବାସହକରୋନାରୋଗୀମାନଙ୍କ ପାଇଁଏହାବିଶେଷଉପାଦେୟ ହୋଇପାରିବବୋଲି ଆଶାବ୍ୟକ୍ତକରିଛନ୍ତି ।

Related Posts

About The Author

Add Comment